Latest Odisha News

BREAKING NEWS

ଦୁନିଆର ସବୁଠାରୁ ହଣ୍ଟେଡ଼ ରାଜପଥ ‘ଆମେରିକା ହାଇୱେ ନଂ ୬୬୬’

ହୁଏତ ଆପଣ ବହୁତ ହଣ୍ଟେଡ଼ ବା ଭୟଭୀତ ସ୍ଥାନର କାହାଣୀ ଶୁଣିଥିବେ। ବିଶେଷ କରି ଭାରତରେ ଏପରି କାହାଣୀ ଏବଂ ଅନ୍ଧବିଶ୍ୱାସ କଥା ଅଧିକ ଆଲୋଚନା ହୁଏ। କିନ୍ତୁ ଆଜି ଆମେ ବିଦେଶର ଏକ ହାଇୱେ ବିଷୟରେ କହିବୁ ଯାହାକୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆମେରିକାର ହାଇୱେ ନମ୍ବର ୬୬୬ ହେଉଛି ଦୁନିଆର…

କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ ଓ ଢେଙ୍କାନାଳରେ ଥିବା ବିଭିନ୍ନ ରେଳ ଷ୍ଟେସନ…

ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’ ?

ଭୁବନେଶ୍ୱର :  ଆଜି ପବିିତ୍ର ମହାଳୟା । ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ। ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’, ତାହାର ଅନେକ ତାତ୍ପର୍ଯ୍ୟ ରହିଛି । ‘ମହତାଂ ଆଳୟଃ ମହାଳୟଃ’। ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟ । ଏହି…

ଅନୁଭୂତିରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ତାହା କାଳଜୟୀ : ସ୍ମୃତି ପଟ୍ଟନାୟକ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସ୍ମୃତି ପଟ୍ଟନାୟକ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର…

ପିଲାଙ୍କ ସ୍ମୃତି ଶକ୍ତି ବଢ଼ାଇବେ କିପରି?

ଅଭିଭାବକ ପିଲାଙ୍କ ସ୍ମୃତି ଶକ୍ତି ପ୍ରଖର କରିବା ପାଇଁ ମେମୋରି ଟନିକ ଓ ମଲ୍ଟି ଭିଟାମିନ ଭଳି ଅନେକ କିଛି ଖୁଆନ୍ତି। ପିଲାଙ୍କ ଧିଶକ୍ତି ବଢେଇବା ପାଇଁ କେଉଁ ବାପା-ମାଆଙ୍କର ଇଚ୍ଛାନଥାଏ କହିଲେ। ପ୍ରତ୍ୟେକ ଶିଶୁଙ୍କର ପିତାମାତା ଆଶା କରନ୍ତି ଯେ ସେମାନଙ୍କ ପିଲା ପଢା-ଲେଖାରେ ଏବଂ ଅନ୍ୟାନ୍ୟ…

ଉର୍ଫିଙ୍କ ସିମ୍ କାର୍ଡ଼ରେ ନିର୍ମିତ ଡ୍ରେସ୍ ଦେଖି ପ୍ରଶଂସକ ତାଜୁବ

ମୁମ୍ବାଇ: ସୋସିଆ ମିଡିଆ ସେନ୍ସେଶନ ଉର୍ଫି ଜାବେଦ ନିଜର ଡ୍ରେସିଂ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିଜର ଅତରଙ୍ଗୀ ଆଉଟଫିଟ୍ ନେଇ ଫ୍ୟାସନ ଇଣ୍ଡଷ୍ଟ୍ରୀରେ ନୂଆ ବେଞ୍ଚମାର୍କ ସେଟ୍ କରିଦେଇଛନ୍ତି । ଉର୍ଫି ଯାହା କରୁଛନ୍ତି ତାକୁ ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି । ଅନେକ ଥର…

କର୍ମଚାରୀଙ୍କୁ ଫିଟ୍ ରହିଲେ ମିଳିବ ଅଧିକ ଦରମା

ଓଡିଶା ସମ୍ବାଦ ବ୍ୟୁରୋ: ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ଜିରୋଧା ନିଜ କର୍ମଚାରୀଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣୀୟ ଅଫର ଆଣି ବେଶ ଚର୍ଚ୍ଚାକୁ ଆସିଛି। ଅନଲାଇନ୍ ବ୍ରୋକିଂ ଫର୍ମ ଜିରୋଧା ନିଜର କର୍ମଚାରୀଙ୍କ ପାଇଁ ଏକ ଫିଟନେସ୍ ଚ୍ୟାଲେଞ୍ଜ ଆଣିଛି। ଏହି ଚ୍ୟାଲେଞ୍ଜ ପୂରଣ କରିବା କର୍ମଚାରୀଙ୍କୁ…

କମ୍ପୁଟର ବ୍ରେଲରେ ହେବ ରେଡକ୍ରସ୍‍ ଦୃଷ୍ଟିହୀନ ବିଦ୍ୟାଳୟରେ ପାଠପଢ଼଼ା

ବ୍ରହ୍ମପୁର: ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ଥିବା ରେଡକ୍ରସ୍‍ ଦୃଷ୍ଟିହୀନ ବିଦ୍ୟାଳୟ ଏବେ ସ୍ମାର୍ଟ ହେବାକୁ ଯାଉଛି। ୫-ଟି ବିଦ୍ୟାଳୟ ରୂପାନ୍ତରଣ ଅଭିଯାନରେ ବିଦ୍ୟାଳୟକୁ ସାମିଲ କରାଯିବ। ଏଠାରେ ଛାତ୍ରଛାତ୍ରୀମାନେ ଏଣିକି କମ୍ପୁଟର୍‍ ବ୍ରେଲରେ ପାଠ ପଢ଼଼ିବେ। ଏନେଇ ନିଷ୍ପତ୍ତି ହୋଇଯାଇଥିବା…

ଫିଲ୍ମ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଅଜୟ ଦେବଗନଙ୍କ ନାଁରେ ମାମଲା ରୁଜୁ

ଲକ୍ଷ୍ନୌ: ଅଜୟ ଦେବଗନ ଓ ରକୁଲପ୍ରୀତ ସିଂହ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଚାଲିଛି ବିରୋଧ। ଉତ୍ତରପ୍ରଦେଶର ଜନପଦ ଇଟାୱା ସମେତ ସାରା ଦେଶରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଉଛି। ଏହି ଚଳଚ୍ଚିତ୍ରରେ ପୌରାଣିକ ଚରିତ୍ର ‘ଚିତ୍ରଗୁପ୍ତ’ଙ୍କୁ ଅଶାଳୀନ ଢଙ୍ଗରେ ଉପସ୍ଥାପନ…

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା…