ବିହାରରେ ବିଜେପିକୁ ରୋକିବାକୁ ସୋନିଆଙ୍କୁ ସାକ୍ଷାତ କରିବେ ଲାଲୁ
ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣି ଏବେ ଲାଲୁଙ୍କ ଦବଦବା ଚାଲିଛି । ତାଙ୍କ ଦଳ ମେଂଟ ସରକାରକୁ ଆସିବା ପରେ ଏବେ ଫୁଲଦମରେ ଲାଗିପଡ଼ିଛନ୍ତି ଲାଲୁ ଯାଦବ । ବିହାରରେ ବିଜେପିକୁ ହରାଇବା ପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ…