ପ୍ରଥମ ଥର ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍, ଆଙ୍କରିଂ କରିବେ ଲୋରିଆ
କଟକ: ପ୍ରଥମ ଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍। ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍ ସିଜନ୍-୧୬ ଓଡ଼ିଆରେ ପ୍ରସାରିତ ହେବା ସହ ଏଥିରେ ଓଡ଼ିଆରେ ଆଙ୍କରିଂ କରିବେ କଟକର ଲୋରିଆ ମହାନ୍ତି।
ହିନ୍ଦୀ ଓ ଇଂରାଜୀ ଭଳି ପ୍ୟାନେଲ୍ରେ ବି ଓଡ଼ିଆ ଅତିଥି ରହିବେ । ମ୍ୟାଚ୍ ପୂର୍ବରୁ…