Latest Odisha News

BREAKING NEWS

ଜାଣନ୍ତୁ କେଉଁ କାରର ଅପେକ୍ଷା ଅବଧି ସର୍ବାଧିକ

କରୋନା ପରଠାରୁ ଗତ ଏକ ବର୍ଷ ମଧ୍ୟରେ କାର ନିର୍ମାତା କମ୍ପାନୀଗୁଡିକରେ ଯାନବାହନ ବିକ୍ରି କ୍ରମାଗତ ଭାବେ ବୃଦ୍ଧି ପାଉଛି। କମ୍ପାନୀଗୁଡିକ ମଧ୍ୟ ନୂତନ ମଡେଲ ଲଞ୍ଚ କରୁଛନ୍ତି। ତେଣୁ ଗ୍ରାହକ କ୍ରମାଗତ କିଣୁଛନ୍ତି। ତେବେ କାରରେ ସେମିକଣ୍ଡକ୍ଟର ଚିପର ଅଧିକ ଚାହିଦା ହେତୁ ଅନେକ କାରର ଏବେ ୱେଟିଂ…

ଟିଉସନ ଯାଉଛି କହି ନାବାଳିକା ଫେରାର

ବ୍ରହ୍ମପୁର: ଘରୁ ଟିଉସନ ଯାଉଛି କହି ବ୍ରହ୍ମପୁରରୁ ଜଣେ ନାବାଳିକା ଟ୍ରେନରେ କୁଆଡେ ଫେରାର ହୋଇ ଯାଇଛନ୍ତି। ପରିବାର ଲୋକଙ୍କ ଅନୁରୋଧ କ୍ରମେ ସେହି ନାବାଳିକାଙ୍କୁ କାବୁ କରିବାକୁ ହାଇଦ୍ରାବାଦ ଷ୍ଟେସନରେ ସ୍ଥାନୀୟ ଆରପିଏଫ ଜଗି ରହିଥିବା ଜଣାପଡିଛି। ବ୍ରହ୍ମପୁର ସହରର ହାଉସିଂ ବୋର୍ଡ ଅଞ୍ଚଳର…

ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରାଜୁଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରେ…

ପ୍ରେମ ପାଇଁ ପ୍ରେମିକାକୁ ଆକ୍ରମଣ କରି ଆତ୍ମହତ୍ୟା କଲା ପ୍ରେମିକ

ରାଞ୍ଚି: ପ୍ରେମିକାକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କଲା ପ୍ରେମିକ। ଏପରି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି। ପଶ୍ଚିମବଙ୍ଗରେ ରହୁଥିବା ଏବଂ ବେଙ୍ଗାଲୁରୁରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛି। ଉକ୍ତ ଛାତ୍ର ଜଣକ ପ୍ରଥମେ ନିଜ…

ପୁଟିନଙ୍କୁ ଶାନ୍ତିର ‘ପାଠ’ ପଢ଼ାଇଥିବାରୁ, ବିଶ୍ବ ଦରବାରରେ ମୋଦୀଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ଉଜବେକିସ୍ତାନର ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେର ସମୟ ଯୁଦ୍ଧର ସମୟ ନୁହେଁ ବୋଲି କହିଥିଲେ। ୟୁକ୍ରେନ ସହ ଚାଲିଥିବା ଘଟଣାବଳୀକୁ ଦେଖି ମୋଦୀ ଏହା କହିଥିଲେ। ଯାହା ଶାନ୍ତି ପାଇଁ ଏକ ବଡ଼ ବାର୍ତ୍ତା ଥିଲା।…

୨୪ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ, ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଏହାସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮କିମି ଯାଏଁ ଲମ୍ବିଛି। ଏହା ଆଗାମୀ ୨ ଦିନ ଯାଏଁ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି। ସେପଟେ ସ୍ଥଳ ଭାଗ ମୁହାଁ…

ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ, ୪ ମୃତ

ନୂଆଦିଲ୍ଲୀ: ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର ସୀମାପୁରୀରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରାତି ପ୍ରାୟ ୨.୧୫ ରେ ଡିଟିସି ଡିପୋ ରେଡଲାଇଟ ନିକଟରେ ଥିବା ଡିଭାଇଡରରେ କିଛି…

ଭାରତୀୟ ସେନାରୁ ହଟିବ ବ୍ରିଟିଶ ଦାସତ୍ୱର ଛାପ, ଆରମ୍ଭ ହେବ ବଡ଼ ଅଭିଯାନ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପତାକା ଉପରେ ବ୍ରିଟିଶ ଦାସତ୍ୱର ପ୍ରତୀକ ବା ଛାପ ଥିବା ଭିକ୍ଟୋରିଆ କ୍ରସକୁ ହଟାଇବା ପରେ ଏବେ ଭାରତୀୟ ସେନା ମଧ୍ୟ ଏହି ଦିଗରେ ଏକ ପଦକ୍ଷେପ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ବ୍ରିଟିଶ ସାମ୍ରାଜ୍ୟବାଦର ସମସ୍ତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏମିତି କିଛି କଥା ନଥିଲା ଯାହା ସେ ସ୍ୱପ୍ନିଲ ଙ୍କୁ ନକହି ରହି ପାରିଛି ! ଆସ୍ଥା ର ସବୁ ଦୁଃଖ ଯନ୍ତ୍ରଣା ,ଆଘାତର ଉପଚାର କେବଳ ହିଁ କେବଳ ସ୍ୱପ୍ନିଲ ଥିଲେ !ଆଶ୍ଚର୍ଯ୍ୟର କଥା , ତାକୁ ଜର ଥଣ୍ଡା କାଶ କୌଣସି ରୋଗ ସ୍ପର୍ଶ ବି…

ଭାଷା ଭାଗବତ : ଅଂତର୍ଗତ ଭାବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରେରଣା ଉତ୍ସାହ ସଂକଳ୍ପ ଅଧିକ ହେଉ ଅବା ଅଳ୍ପ ନିଜ ମନରେ କଲେ ଜାତ ଯେ କେହି ହୁଏ ଉପକୃତ ଖୋଜିଲେ ଏ ସବୁ ବାହାରେ ମଣିଷ ବାରଂବାର ହାରେ ଯାହା ନିଜର ଅଂତର୍ଗତ ରହେନି ଅନ୍ୟର ସହିତ ଶୁଖିଲା ପ୍ରଶଂସା ନିମଂତେ…