Latest Odisha News

BREAKING NEWS

ବୈଦେଶିକ ବାଣିଜ୍ୟ ନୀତିରେ ବଡ ପରିବର୍ତ୍ତନ, ଭାରତୀୟ ମୁଦ୍ରାରେ ହେବ ଆନ୍ତର୍ଜାତୀୟ ବାଣିଜ୍ୟ

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଭାରତୀୟ ମୁଦ୍ରାରେ ବିଲ୍ ତିଆରି କରିବା ପାଇଁ ଅନୁମତି ଦେଇଛି। ମିନିଷ୍ଟ୍ରି ଅଫ୍ କମର୍ସ ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟ ସମାଧାନ ପାଇଁ ଅନୁମତି ଦେଇଛି। ଏଥିପାଇଁ ଫରେନ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ମାୟା ଦେଖିବାକୁ ଶ୍ୟାମଳ କିନ୍ତୁ ସୁନ୍ଦର ଚେହେରା । କିନ୍ତୁ , ବହୁତ ଦିନ ପରେ ସେ ଜାଣିବାକୁ ପାଇଲା ମାୟା ଆଉ ସମ୍ଭବ ଦୁହେଁ ପରସ୍ପରକୁ ....!! ସୌଖିନ୍ ଜିନିଷଠାରୁ ଆରମ୍ଭ କରି ସୁନା ଜିନିଷ ସବୁ ମାୟା ହିଁ ଚୋରି କରିବା କଥା ମଧ୍ୟ…

ୱେଟିଂ ଲିଷ୍ଟରୁ ମୁକ୍ତି ପାଇବେ ରେଳଯାତ୍ରୀ, ମିଳିବ କନଫର୍ମ ସିଟ୍

ନୂଆଦିଲ୍ଲୀ: ପର୍ବପର୍ବାଣୀ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ଉପହାର ଆଣିଛି ଭାରତୀୟ ରେଳବାଇ। ଏଣିକି ଯାତ୍ରୀଙ୍କର ଦୂର ହୋଇଯିବ ୱେଟିଂ ଲିଷ୍ଟ (ଅପେକ୍ଷା ତାଲିକା) ସମସ୍ୟା। କାରଣ ଭାରତୀୟ ରେଳବାଇ ଟ୍ରେନ ଡବା ବୃଦ୍ଧି କରିବାକୁ ଯାଉଛି। ଉତ୍ସବକୁ ଦୃଷ୍ଟିରେ ରଖି ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା…

କବିତା : ଲକ୍ଷ୍ମୀ ଶୋଇଲେଣି

ଦେବଜ୍ୟୋତି ଅବିନାଶ ଠିକ୍ ମାଣବସା ପରଦିନ, ଥଣ୍ଡା ପଡ଼ି ଯାଇଥାଏ ଲକ୍ଷ୍ମୀଙ୍କ ପାଦ। ହାତରେ ଆଉ ନଥାଏ ସେ ସେନେହ ପରଶ। ପରଷି ଦିଅନ୍ତିନି ଆଉ ସେ ଷାଠିଏ ପଉଟି। ଉଠାଇ ନିଅନ୍ତିନି ତଳେ ପଡିଥିବା ଅଇଁଠା। ପିନ୍ଧା ଶାଢ଼ୀର ନାଲି ପଣତରୁ ଲିଭି ସାରିଥାଏ ମମତା। ରୋଷ ଘର ଏବେ ଖାଲି।…

ଇଣ୍ଟ୍ରୋଡକସନ ଟୁ ସାଇକୋଲୋଜି ଅଫ ଡିଜାବିଲିଟି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ବିଜୟିନୀ ସ୍ମୃତି ସଭା- ୨୦୨୨ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଗୋପାଳ କୃଷ୍ଣ ନନ୍ଦ, ବିନୟ ଭୂଷଣ ମହାପାତ୍ର, ଭାଗିରଥି ମହାପାତ୍ର, ଭାଗିରଥି ମହାପାତ୍ର, ଇନ୍ଦ୍ରମଣି ଜେନାଙ୍କ ଲିଖିତ 'ଇଣ୍ଟ୍ରୋଡକସନ ଟୁ…

ଶିଶୁ ଗପ : ପରୋପକାର

କୁଞ୍ଜ ବିହାରୀ ସାହୁ ଗୋଟିଏ ସହରର ଉତ୍ତର ମଧୁବନରେ ରହନ୍ତି ସୁକାନ୍ତି । ପ୍ରାଇମେରୀ ସ୍କଲ ଶିକ୍ଷୟତ୍ରୀ । ପିଲାଙ୍କୁ ଭଲ ପଢ଼ାନ୍ତି । ପଢ଼ା ସମୟରେ ପିଲାଙ୍କର ଭଲମନ୍ଦ ବୁଝନ୍ତି । ସେଇଥିପାଇଁ ସୁକାନ୍ତିକୁ ସମସ୍ତେ ଭକ୍ତି କରନ୍ତି । ସୁକାନ୍ତି ସକାଳୁ ଉଠିଲା ପରେ ନିତ୍ୟକର୍ମ ସାରି…

ବଳରାମ ପୁଜାରୀଙ୍କ କବିତା ସଙ୍କଳନ ‘ଶ୍ବେତପତ୍ର’ ଉନ୍ମୋଚିତ

ଭୁବନେଶ୍ବର : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ କବି ବଳରାମ ପୁଜାରୀଙ୍କ ପଞ୍ଚମ କବିତା ସଙ୍କଳନ 'ଶ୍ବେତପତ୍ର' ସ୍ଥାନୀୟ ବିହାର ସ୍ଥିତ ପେନ୍‌ ଇନ୍‌ ବୁକ୍ସ କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ସୁଦୂର ମାଲକାନଗିରିରୁ…

ଭାଷା ଭାଗବତ : ଅଯଥା ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମ୍ଭର ଆମର ଓ ଆମ ତୁମ୍ଭର ତୁମର ଓ ତୁମ ଏପରି ହେଲେ ଧ୍ବନି କ୍ଷୟ ଭାଷା ତ ଲଭେନି ବିଲୟ! ସଙ୍ଖ୍ୟା ଦିଶୁ ଅଥବା ସଂଖ୍ୟା ଅସଂଖ୍ୟ ଲୋକ ପାଇ ଶିକ୍ଷା କରଂତି ସ୍ବଭାଷାକୁ ରକ୍ଷା ମନରୁ ହଟାଇ ଆଶଂକା ସରଳୀକୃତ ଭାଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମାଉସୀ ମା ଭାବରେ ବିଖ୍ୟାତ ମା ଅର୍ଦ୍ଧାଶିନୀଙ୍କ ମନ୍ଦିର ବଡ଼ଦାଣ୍ଡରେ ଥିବା (ବର୍ତ୍ତମାନ ଲୁପ୍ତ )ମାଳିନୀ ନଦୀର ବଡ଼ ଗଣ୍ଡ ନିକଟରେ କାହିଁ କେଉଁ ଆଦିମ…

ଆଜି ରାଜ୍ୟ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ଆୟୋଜନ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଓଡ଼ିଶାରେ  କାର୍ଯ୍ୟକ୍ରମ କେବେ ହେବ ସେ ନେଇ କଂଗ୍ରେସ ନେତାମାନେ ଆଲୋଚନା କରିବେ । ବୈଠକରେ ଯୋଗଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ…