୪ ଦିନିଆ ପୁଲିସ ହେପାଜତକୁ ଗଲେ ଆପ୍ ବିଧାୟକ ଅମାନତୁଲ୍ଲା ଖାନ
ନୂଆଦିଲ୍ଲୀ: ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଚାରି ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି କୋର୍ଟ । ଦିଲ୍ଲୀ ୱାକଫ ବୋର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିଲେ ଆପ ବିଧାୟକ ଅମାନତୁଲ୍ଲା ଖାନ । ଏବେ ତାଙ୍କୁ ପୋଲିସ ଜେରା କରିବା ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟ…