ଟିକଟକ ଷ୍ଟାର ସୋନାଲି ଫୋଗଟ ମୃତ୍ୟୁ ମାମଲା, ଗୋଆରେ ସିବିଆଇ ଟିମ୍
ପାଣାଜି: ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୋଆରେ ପହଞ୍ଚିଛି ସିବିଆଇର ଏକ ଟିମ୍। ଏହି ମାମଲାରେ ଯେଉଁ ଥାନାରେ କେସ୍ ପ୍ରଥମେ ରୁଜୁ ହୋଇଥିଲା ସେହି ଥାନାକୁ ସିବିଆଇ ଟିମ୍ ଯାଇ ସମସ୍ତ ଦସ୍ତାବିଜ ନିଜ ଅଧୀନକୁ ନେଇଛି। ଏବଂ ବିଭିନ୍ନ…