Latest Odisha News

BREAKING NEWS

ଭାରତକୁ ଖେଳିବାକୁ ଆସି ପାରନ୍ତି ରୋନାଲ୍ଡୋ

ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ ଖେଳାଳି ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଭାରତରେ ଆସି ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇ ପଡିଛନ୍ତି । ରୋନାଲ୍ଡୋ ଚଳିତ ବର୍ଷ ଶେଷ ଭାଗରେ ଭାରତ ଆସିବା ସହ ଇଣ୍ଡିଆନ ସୁପର ଲିଗ ଟିମ…

ବଢ଼ୁଛି କି କରୋନା ସଂକ୍ରମଣ, ସତର୍କ କରାଇଲେ ବିଶେଷଜ୍ଞ ଓ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୪ ହଜାର ୪୩୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୨୩ ହଜାର ୯୧କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଜାରି କରିଛି। ତେବେ ହଠାତ୍ ଦେଶରେ କୋଭିଡ ସଂକ୍ରମିତଙ୍କ…

ଇରାନ ବିପକ୍ଷରେ ଏକାଠି ହେଲେ ୨୩ ଦେଶ, କାହିଁକି ଚୁପ୍ ରହିଲା ଭାରତ ?

ନୂଆଦିଲ୍ଲୀ: ଜାତିସଂଘର ମାନବାଧିକାର ପରିଷଦରେ ସୋମବାର ଇରାନ ବିରୋଧରେ ଆସିଥିବା ପ୍ରସ୍ତାବରେ ଭାରତ ଭୋଟିଂରେ ସାମିଲ୍ ହୋଇ ନାହିଁ । ୟୁଏନ୍ଏଚ୍ଆରସିରେ ଆଗତ ଉକ୍ତ ପ୍ରସ୍ତାବରେ ଇରାନରେ ସାଧାରଣ ଲୋକଙ୍କ ମାନବାଧିକାର କ୍ଷୂର୍ଣ୍ଣ ନେଇ ସରକାରଙ୍କ ନିନ୍ଦା କରାଯାଇଥିଲା । ଉକ୍ତ ପ୍ରସ୍ତାବ…

ଅରୁଣାଚଳର ୧୧ ଜାଗାର ନାମ ପରିବର୍ତ୍ତନ ପରେ ଚୀନ ଉପରେ ବର୍ଷିଲା ଆମେରିକା

ନ୍ୟୁୟର୍କ:   ଅରୁଣାଚଳ ପ୍ରଦେଶର ୧୧ଟି ଜାଗାର ନାଁ ଚୀନ ବଦଳାଇବା ଘଟଣାକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା । ଚୀନର ଏପରି ବେଆଇନ କାମକୁ ଆମେରିକା ଖୋଲାଖୋଲି ଆଲୋଚନା କରି କହିଛି, ଚୀନ ଭାରତ ଅଧିକୃତ ଅଞ୍ଚଳର ଇଲାକାର ଏପରି ନାମକରଣ କରିବା ଏବଂ ଏହାକୁ ନିଜର ବୋଲି ଦାବି କରିବା ଘଟଣାକୁ ସେ…

‘ନେତାଙ୍କ ପାଇଁ ହୋଇ ପାରିବନି ଅଲଗା ଆଇନ୍’, ଇଡି-ସିବିଆଇ ବିରୋଧରେ ବିରୋଧୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କୁ ଝଟକା । ଇଡି, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର କେନ୍ଦ୍ର ସରକାର ଦୁରୁପଯୋଗ କରୁଥିବା ନେଇ ବିରୋଧୀ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୁଣାଣି ପାଇଁ ବିରୋଧୀ ଦଳ ଗୁଡ଼ିକ କରିଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରି ଦେଇଛନ୍ତି…

ଶ୍ରେୟାଶଙ୍କ ସ୍ଥାନରେ କେକେଆର ଦଳରେ ଯୋଗ ଦେଲେ ଜାସନ

କୋଲକାତା: କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲରେ ଆଘାତପ୍ରାପ୍ତ ଶ୍ରେୟାଶ ଆୟରଙ୍କ ସ୍ଥାନରେ ଇଂଲଣ୍ଡର ଜାସନ ରାୟଙ୍କୁ ସାମିଲ କରିଛି । ପୂର୍ବରୁ ଶ୍ରେୟାଶଙ୍କ ପରେ ଶକିବ ଉଲ ହାସନ ଆଇପିଏଲରୁ ନାମ ପ୍ରତ୍ୟାହାର କରିନେବା ପରେ କୋଲକାତା ଟିମ ଚିନ୍ତାରେ ପଡିଥିଲା । ଜାସନଙ୍କୁ ଏବେ ଦଳ ୨.୮…

ରିଲ ନୁହେଁ ରିଅଲ ବଲିଉଡ କାହାଣୀ..ସୁଟିଂ ସେଟରେ ନାୟିକାଙ୍କୁ ଚାପୁଡା ମାରିଲେ ନିର୍ଦ୍ଦେଶକଙ୍କ ପତ୍ନୀ

ମୁମ୍ବାଇ:ବଲିଉଡର କାହାଣୀ । ନାୟିକାଙ୍କ ପ୍ରେମରେ ପାଗଳ ହୋଇଗଲେ ଫିଲ୍ମ ଡାଇରେକ୍ଟର । ତାଙ୍କର ସବୁ ଫିଲ୍ମରେ ତାଙ୍କୁ ହିଁ ନେବାକୁ ଚାହିଁଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ ବି ସଫଳ ହେବାକୁ ଲାଗିଲା । ତାଙ୍କର କ୍ୟାରିଅରରେ ଚାର ଚାନ୍ଦ ଲାଗିଗଲା । କମ ବୟସରେ ଏତେ ନେମ..ଫେମ.. । ନାୟିକା ବି…

ବିଜେଡିର ଅତାବିରା ଓ ହିନ୍ଦୋଳରେ ବିଜୟ ୨୦୨୪ ପାଇଁ ସଂକେତ : ମାନସ ମଙ୍ଗରାଜ

ଭୁବନେଶ୍ବର : ଉଭୟ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ ପରେ ଖୁସି ପ୍ରକାଶ କରିଛନ୍ତି ଦଳୀୟ ସାଂସଦ ମାନସ ମଙ୍ଗରାଜ । ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ସମସ୍ତ ଭୋଟର ଓ ଦଳୀୟ କର୍ମୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସାଢେ ୪ କୋଟି ଓଡିଆ ମୁଖ୍ୟମନ୍ତ୍ରୀ ନବୀନ…

ପୋଲିସ ହେପାଜତରେ ତେଲଙ୍ଗାନା ବିଜେପି ମୁଖ୍ୟ, ପ୍ରତିଶୋଧ ନେଉଛି କି ବିଆରଏସ୍ ?

ହାଇଦ୍ରାବାଦ: ଦେଶରେ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍ କରି ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ମାଧ୍ୟମରେ ବିଜେପି ରେଡ୍ କରୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ତେଲଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ମଙ୍ଗଳବାର ରାତିରୁ ଉଠାଇ ନେଇଛି ପୋଲିସ । ତେବେ କାହିଁକି ବନ୍ଦୀ ସଞ୍ଜୟ…

ହିନ୍ଦୋଳ ଏନଏସି ନିର୍ବାଚନ: ୧୬ରୁ ୧୧ ୱାର୍ଡ ହାତେଇଲା ବିଜେଡି

ଢେଙ୍କାନାଳ: ହିନ୍ଦାେଳ ଏନଏସି ନିର୍ବାଚନରେ ବି ବାଜିମାତ ମାରିଛି ବିଜେଡି । ହିନ୍ଦୋଳର ଏନଏସିର ୧୬ ୱାର୍ଡ ମଧ୍ୟରୁ ୧୧ଟି ୱାର୍ଡରେ ବାଜିମାତ ମାରିଛି ବିଜେଡି । ଦଳର କେଶବ ପ୍ରଧାନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଅଧ୍ୟକ୍ଷ ପଦ ହାତେଇଛନ୍ତି ।…