Latest Odisha News

BREAKING NEWS

ଅଫିସ୍‌ ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ; ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଦେବଗଡ଼ : ବିଭତ୍ସ ହତ୍ୟାକାଣ୍ଡ । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ…

ଗିରଫର ଘଣ୍ଟାଏ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍‌

ନ୍ୟୁୟର୍କ : ଡୋନାଲ୍ଡ ଟ୍ରମ୍ପଙ୍କୁ ମହଙ୍ଗା ପଡ଼ିଲା ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ଟଙ୍କା ଦେବା ଘଟଣା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ଗିରଫର ଘଣ୍ଟାଏ ପରେ ଜାମିନ୍‌ ପାଇଲେ । ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମାନସିକ ଭାରସାମ୍ୟ ହରାଇ, ତାଙ୍କ ଆଖିରୁ କେବଳ ଲୁହ ହିଁ ଝରୁଥିଲା । କେଜାଣି କେମିତି ସେ ଡାକ୍ତରଖାନାରେ ପହଞ୍ଚିଲେ, ତାଙ୍କର ମନେନାହିଁ, କିଛିଦିନ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପରେ ଧୀରେ ଧୀରେ ତାଙ୍କ ସ୍ମୃତି…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଉଚିତ ' ବୋଲି ଯା ସୂଚିତ ହୋଇ ଭାଷାରେ ବିରଚିତ ତହିଁର କେତେ ପ୍ରତିଶତ ହୁଏ କେଉଁଠି ପ୍ରଚଳିତ ? କେହି କି କରଂତି କଳନା ତାହା ବି ରହିଛି ଅଜଣା କରିଲେ ଔଚିତ୍ୟ ବିଧାନ ହୁଏନି ତା'ର ପ୍ରଚଳନ ଅନୁଚିତ କାମକୁ ସହି ଯେ ପାରେ ସମାଜରେ…

କବିତା : ତୁମକୁ ପଦୁଟିଏ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏଇ ଦେଖ ଏବେ ମୁଁ ମୋ ମନକୁ କରି ଦେଇଛି ଆକଟ, ତୁମ ଭାବନାରେ ମୁଁ ଆଉ ହେଉ ନାହିଁ ଆଉ ମୁଁ ଛଟପଟ । କଟୁ ନାହିଁ ମୋର ବିନିଦ୍ର ରଜନୀ ଉଦାସୀପଣରେ, , ସ୍ମୃତିସବୁକୁ ଧୋଇ ଦେଇଛି କେଉଁ ଏକ ବିଷର୍ଣ୍ଣ ଗୋଧୂଳିବେଳାରେ । ମିଛ ସମ୍ପର୍କର ଦୁର୍ବଳ…

ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ

ଭୁବନେଶ୍ୱର : ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଦ୍ୱିତୀୟ ବୈଠକ, ପରିଷଦର ଅଧ୍ୟକ୍ଷ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ତଥା…

ଦହିରେ କ’ଣ ପକାଇ ପିଇବା ଉଚିତ୍‌ ? ଜାଣନ୍ତୁ…

ଭାରତରେ ସବୁଠି ଦହିର ଆଦର ବେଶୀ । ମିଠା ଦହି, ଘୋଳ ଦହି ଖାଇବାକୁ କିଛି ଲୋକ ବହୁତ୍‌ ପସନ୍ଦ କରିଥାନ୍ତି  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦହି । ଦହି ଖାଇବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଦହି ପାଟିକୁ ସ୍ୱାଦ ଲାଗିବା ପାଇଁ କିଛି ଲୋକେ ଦହିରେ ଚିନି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେବାରେ ସମସ୍ତ ଜାତିର ସେବକ ନିୟୋଜିତ ଅଛନ୍ତି। ସେଥିମଧ୍ୟରେ ଶ୍ରୋତୀୟ ବ୍ରlହ୍ମଣ ସେବକ ହେଲେ "ତଳିଛ "। ତାଙ୍କରି ବିବିଧ ସେବା ବିଷୟରେ ଆଲୋଚନା ଜାରି ରହିଛି।…

ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦଯାପିତ     

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳମଣ୍ଡପ ପରିସରରେ ଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦଯାପିତ ହୋଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଓଡ଼ିଶା…

କୁକୁଡ଼ାଙ୍କୁ ନେଇ ଆୟୋଜିତ ହେଲା ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା

ହାଇଦ୍ରାବାଦ: ସାଧାରଣତଃ ସୁନ୍ଦରୀମାନଙ୍କୁ ନେଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । କିନ୍ତୁ ନିକଟରେ ଏମିତି ଏକ ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଥିରେ କୌଣସି ସୁନ୍ଦରୀ ଭାଗ ନେଇ ନ ଥିଲେ, ବରଂ କୁକୁଡ଼ାମାନେ ଭାଗ…