ମୋଦିଙ୍କୁ ଭେଟିଲେ, ଆଗାମୀ ନିର୍ବାଚନ ଏକାକୀ ଲଢିବୁ ବୋଲି କହିଲେ ନବୀନ
ନୂଆଦିଲ୍ଲୀ: ପ୍ରତୀକ୍ଷାର ଅନ୍ତ ହେଲା କିନ୍ତୁ ସଂଶୟ ଦୂର ହେଲାନି । ମୋଦିଙ୍କୁ ଭେଟିଲେ ନବୀନ । କିନ୍ତୁି ତୃତୀୟ ସାମ୍ମୁଖ୍ୟ ନେଇ କିଛି କହିଲେନି । ଆଜି ନୂଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜ ପ୍ରତିକ୍ରିୟାରେ ଅନେକ କିଛି…