ଘର ନ ଥିବାରୁ ରାହୁଲଙ୍କ ନାଁରେ ୪ ମହଲା କୋଠା ଲେଖିଦେଲେ ମହିଳା
ନୂଆଦିଲ୍ଲୀ: କଂଗ୍ରେସର ପୂ୍ର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ସରକାରୀ ବାସ ଭବନ ଛାଡିବା ପାଇଁ ନୋଟିସ ଆସିଛି । ରାହୁଲ ଗାନ୍ଧି ମଧ୍ୟ ଘର ଛାଡିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ପରେ କଂଗ୍ରେସ ନେତା ଏବଂ…