ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉପହାର: ୪୩ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ସହାୟତା
ଭୁବନେଶ୍ୱର: ଚାଷୀଙ୍କୁ ଉତ୍କଳ ଦିବସ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଖରିଫ ଋତୁ ଚାଷ କାମ ପାଇଁ ଏହି ସହାୟତା ଦିଆଯାଇଛି । ରାଜ୍ୟର ସବୁ ଅଞ୍ଚଳର ଚାଷୀ ଏହି ସହାୟତା ପାଇବାକୁ ଥିବାବେଳେ…