Latest Odisha News

BREAKING NEWS

କୋଲକାତାକୁ ହରାଇଲା ପଞ୍ଜାବ

ମୋହାଲୀ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ମ୍ୟାଚରେ ପଞ୍ଜାବ କିଙ୍ଗସ ୭ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ବର୍ଷା ଯୋଗୁ ଏହି ମ୍ୟାଚର ଫଳାଫଳ ପାଇଁ ଡକ୍ୱୱର୍ଥ ଲୁଇସ ନିୟମର ସହାୟତା ନିଆ ଯାଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦ ଓଭରରେ ୫ ୱିକେଟ ବିନିମୟରେ ୧୯୧ ରନ…

ମେଟ୍ରୋ ସେବାର ଲାଭ କ’ଣ, କେବେ ପ୍ରଥମେ ଦେଶରେ ଆରମ୍ଭ ହୋଇଥିଲା?

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଅନୁମୋଦନ ଦେବା ପରେ ଲୋକଙ୍କ ମନରେ ମେଟ୍ରୋ ସେବାକୁ ନେଇ ଚର୍ଚ୍ଚା ବଢ଼ିଛି। ଗୋଟିଏ ସହର କେତେ ସମୃଦ୍ଧ, ତାହା ଏହି ମେଟ୍ରୋ ସେବା…

୭ ବର୍ଷରେ ୧୭ ଥର ଘରକୁ ଧକ୍କା ଦେଲାଣି ଗାଡ଼ି: ଘର ଛାଡ଼ିବାକୁ ବାଧ୍ୟ ହେଲେ ଲୋକେ

ନ୍ୟୁୟର୍କ : ମଣିଷ ନିଜ ଘରେ ନିଜକୁ ସବୁଠାରୁ ସୁରକ୍ଷିତ ମନେ କରିିଥାଏ । କିନ୍ତୁ ଜଣେ ଆମେରିକୀୟ ବ୍ୟକ୍ତି ଏବଂ ତାଙ୍କ ପୁରା ପରିବାର ଘର ଭିତରେ ରହୁଥିଲେ ମଧ୍ୟ ଭୟଭୀତ ହୋଇ ଜୀବନ କାଟିବାକୁ ବାଧ୍ୟ ହେଉଥିଲେ । କାରଣ ସେ ଘର ଭିତରେ ରହିବା ଦ୍ୱାରା ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ।…

ଆମେରିକାରୁ ଭାରତକୁ ଫେରିବ ୧୫ ପୁରାତନ କଳାକୃତି

ନୂଆଦିଲ୍ଲୀ: ଆମେରିକାରୁ ଭାରତକୁ ଫେରିବ ୧୫ ଆଂଟିକ ମୂର୍ତି ଓ କଳାକୃତୀ । ନ୍ୟୁୟର୍କର ମେଟ୍ରୋପଲିଟନ ମ୍ୟୁଜିୟମ ଅଫ ଆର୍ଟ ଏହା ଭାରତକୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅମୂଲ୍ୟ କଳାକୃତିକୁ ଭାରତରୁ ଅବୈଧ ଭାବେ ସେଠାକୁ ନିଆ ଯାଇଥିଲା । ସ୍ମଗଲର ସୁଭାଷ କାପୁର ଏଗୁଡିକ ବିକ୍ରି…

ଫ୍ଲପ୍ ହେଲା ଫିଲ୍ମ ଭିଡ଼୍ : ଟିମ୍ ସଦସ୍ୟଙ୍କୁ କ୍ଷମା ମାଗିଲେ ନିର୍ଦ୍ଦେଶକ ଅନୁଭବ ସିହ୍ନା

ମୁମ୍ବାଇ: କରୋନା ମହାମାରିର ପ୍ରଭାବକୁ ନେଇ ନିର୍ମିତ ଫିଲ୍ମ ‘ଭିଡ଼୍‌’ ବକ୍ସ ଅଫିସରେ ଏତେଟା ସଫଳତା ପାଇଲା ନାହିଁ । ସେହିପରି ଫିଲ୍ମ ‘ଉନ୍‌କେ’ ବି ଫ୍ଲପ୍ ହୋଇଛି । ଏହାକୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନା ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିର୍ଦ୍ଦେଶକ ଫିଲ୍ମର ଟିମ୍ ମେମ୍ବରମାନଙ୍କୁ…

କଳିଙ୍ଗ ହସ୍ପିଟାଲ୍‌ରେ ଉତ୍କଳ ଦିବସ, ସମ୍ବର୍ଦ୍ଧିତ ହେଲେ ୮୦ ଜଣ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶାର ସର୍ବପୁରାତନ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଖ୍ୟାତି ଅର୍ଜନ କରି ଆସିଛି ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ । ଆଜି କଳିଙ୍ଗ ହସ୍ପିଟାଲରେ ଅତ୍ୟନ୍ତ ଭବ୍ୟ ସମାରୋହ ସହିତ ଉତ୍କଳ ଦିବସ ପାଳନ ହୋଇଛି । ଏହି ସମାରୋହରେ ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଅଂଶଗ୍ରହଣ କରି…

ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳିଲା କୋଶଳୀ ଭାଷା ସଂସ୍କୃତି ପରିଷଦ

ନୂଆପଡ଼ା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନନ୍ଦ ଉଲ୍ଲାସରେ ଉତ୍କଳ ଦିବସ ପାଳନ ହେଉଥିବା ବେଳେ ଖଡ଼ିଆଳରେ ବିରୋଧ କରିଛ କୋଶଳୀ ଭାଷା ସଂସ୍କୃତି ପରିଷଦ । ରାଜ୍ୟ ଗଠିତ ହେବା ଦିନ ଠାରୁ କୋଶଳ ଅଞ୍ଚଳକୁ ଅଣଦେଖା କରଯାଇ ଆସୁଥିବା ପରିଷଦ ଅଭିଯୋଗ କରିଛି । ଉତ୍କଳ ଦିବସକୁ ବିରୋଧ କରି ରାଜ୍ୟ…

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପୁଣି ତଥ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ଓ ଶିକ୍ଷାଗତ ଯୋଗ୍ୟତା ବିଷୟରେ ପୁଣି ତଥ୍ୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଠାରେ କହି ରଖିବାକୁ ଚାହିଁବୁ, ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଡିଗ୍ରୀ ସମ୍ପର୍କରେ କେଜ୍ରିୱାଲଙ୍କ ଆବେଦନକୁ…

୧୦ ବର୍ଷ ହେଲା ରାସ୍ତାରେ ଥିବା ଖାଲରେ ନୁଡୁଲ୍ସ ପୋତୁଛନ୍ତି ଯୁବକ, କାରଣ ଜାଣିଲେ କରିବେ ପ୍ରଶଂସା

ବ୍ରିଟେନ: ଅନେକ ରାସ୍ତାରେ ବଡ଼ ବଡ଼ ଖାଲଖମା ଥିବା ସମସ୍ତେ ଦେଖିଥିବେ ନିଶ୍ଚୟ । କାରଣ ଏହି ଖାଲଖମା ଯୋଗୁ ପଥଚାରୀ ହୁଅନ୍ତୁ ବା ଗାଡ଼ିଚାଳକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଉ ବର୍ଷା ଦିନେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ । ଅନେକ ସମୟରେ ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ଲୋକେ…

ଆଘାତ ସମସ୍ୟା ଯୋଗୁ ଓହରିଲେ ୱିଲିୟମସନ !

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସକୁ ଶକ୍ତ ଧକ୍କା ଲାଗିଛି । ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଗୁଜରାଟର ଷ୍ଟାର ଖେଳାଳି କେନ ୱିଲିୟମସନ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଛି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ…