ଦୁଇ ପିଲାଙ୍କ ସହ ସମୟ କାଟୁଛନ୍ତି ଅଭିନେତ୍ରୀ ରୁଚା
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ବହୁ ବର୍ଷ ଧରି ଚାଲିଥିଲା । ଏହାର ପ୍ରତ୍ୟେକ ଚରିତ୍ର ଲୋକଙ୍କ ପାଖରେ ସ୍ମରଣୀୟ ଭାବନା ଛାଡ଼ି ଯାଇଛି । ଏହି ଧାରାବାହିକ ବନ୍ଦ ହୋଇଯାଇଥିଲେ ମଧ୍ୟ ଏହାର ପ୍ରତ୍ୟେକ କଳାକାରଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ସେମାନଙ୍କ…