ସାଧୁଙ୍କ ନିୟମ
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଜଣେ ସାଧୁ ଥିଲେ, ଥରେ ସେ ଏକ କୃଷକ ଘରକୁ ଯାଇଥିଲେ । କୃଷକଟି ତାଙ୍କୁ ବହୁତ ସେବା କଲା । ସାଧୁ ତାଙ୍କୁ ପ୍ରତିଦିନ ନାମ ଜପ କରିବାର କିଛି ନିୟମ କହିଲେ । କୃଷକଟି କହିଲା, ପ୍ରଭୁ! ମୁଁ ସମୟ ପାଇ ପାରୁନାହିଁ । ସାଧୁ କହିଲେ-…