ଦୁଇ ମହିଳାଙ୍କୁ କଚାଡ଼ି ମାରିଲା ହାତୀ
ଢେଙ୍କାନାଳ: ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଗୋଡ଼ାଇ ଧରିଲା ହାତୀ। ଶୁଣ୍ଢରେ କଚାଡ଼ି କଚାଡ଼ି ଦୁଇ ମହିଳାଙ୍କୁ ମାରିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ।
ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କ…