Latest Odisha News

BREAKING NEWS

ଟ୍ରକ ଧକ୍କାରେ ୫ବର୍ଷର ନାବାଳିକା ମୃତ

ନୂଆପଡା: ଟ୍ରକ ଧକ୍କାରେ ୫ବର୍ଷର ନାବାଳିକା ମୃତ । ନୂଆପଡା ଜିଲ୍ଲା ୩୫୩ ଜାତୀୟ ରାଜପଥ ସାନମହେଶ୍ୱର ଗାଁ ନିକଟରେ ଏହି ଅଘଟଣ ଘଟିଛି । ମୃତ ନାବାଳିକା ଜଣକ ହେଲେ ହର ସୁନାନୀଙ୍କ ଝିଅ ଡିମ୍ପଲ ସୁନାନୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ…

ବାହା ହେବାକୁ ମନା କରିବାରୁ ବିଚ୍‌ ରାସ୍ତାରେ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ କୁରୁସଭା । ବାହା ହେବାକୁ ମନା କରିବାରୁ ବିଚ୍ ରାସ୍ତାରେ ନାବାଳିକାଙ୍କ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ । ମାଡ଼ ମାରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରି…

ଆଜିଠୁ ଆଦିବାସୀ ମେଳା,୧୨୧ ଷ୍ଟଲରେ ପ୍ରଦର୍ଶିତ ହେବ ଜଙ୍ଗଲଜାତ ଉତ୍ପାଦ ଓ କଳା ସାମଗ୍ରୀ

ଭୁବନେଶ୍ବର : ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ରାଜଧାନୀବାସୀଙ୍କୁ ଏଭଳି ଗାଁ ଜୀବନ ଶୈଳୀର ନିଚ୍ଛକ ରୂପ ଦେଖାଇବ ଆଦିବାସୀ ପଡ଼ିଆ । ଆଦିବାସୀ ଦେଶୀ ଖାଦ୍ୟର ବାସ୍ନାରେ ମହକିବ ୟୁନିଟ୍‌-୧ ସ୍ଥିତ ପ୍ରଦର୍ଶନୀ ପଡ଼ିଆ। ଝାଟିମାଟି କୁଡ଼ିଆ ସାଙ୍ଗକୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ହଁ, ମତେ ଭୀଷଣ ଭୋକ ଲାଗିଲାଣି । - ଏ ସମୟ, ଏ ନିର୍ଜନତା, ଏଥିରେ ତୁମକୁ ଭୋକ ଲାଗୁଛି ? ଲୋକେ କହନ୍ତି, ପ୍ରିୟ ପୁରୁଷ ପାଖରେ ଥିଲେ, ଦିନରେ ଭୋକ ହୁଏନି କି ରାତିରେ ନିଦ ଆସେନି ବୋଲି... । ହସିଲା…

ଭାଷା ଭାଗବତ : ଥରେ ଭାବଂତୁ ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ହୋଇ କେବଳ ତତ୍ତ୍ବଦର୍ଶୀ ବ୍ୟକ୍ତି ପାଇଲେ ସୁଦ୍ଧା ଖୁସି ପାଲଟେ ବଚନ ବିଳାସୀ ହୁଏନି କେବେ ବି ପ୍ରୟାସୀ ଏପରି ଅଗଣିତ ବ୍ୟକ୍ତି ଏହି ବିଶ୍ବରେ ରହିଥାଂତି କେବଳ କଥା କହି କହି ଜୀବିକା ନିଅଂତି ଚଳାଇ ତତ୍ତ୍ବକୁ ନ କଲେ ପ୍ରୟୋଗ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯିଏ ନିଜ ଇଚ୍ଛାରେ ରୁପାୟିତ ହେବାକୁ ଲୀଳା ରଚିଛନ୍ତି। ତାଙ୍କ ପାଇଁ ସବୁ ଅଘଟଣା ବି ଏକ ଘଟଣା ପାଲଟେ।ସବୁ ବିଚିତ୍ରତା, ସାମାନ୍ୟ ହୋଇ ବୈଚିତ୍ରମୟ ହୋଇଯାଏ। ସବୁ…

ଆଜିଠୁ ସିବିଏସଇ ଦଶମ ପରୀକ୍ଷା,୧୦ଟାରେ ଆରମ୍ଭ ହୋଇ୧ଟାରେ ହେବ ଶେଷ

ଭୁବନେଶ୍ବର : ଆଜିଠୁ ସିବିଏସଇ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୦ଟା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୧୦ଟାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାଖାତା ବଣ୍ଟନ କରାଯିବାକୁ ଥିବାବେଳେ ୧୦.୧୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟନ ହେବ।…

କବିତା : ଅପେକ୍ଷା

ଅନନ୍ତାଂଶୁ ଜେନା  କୁହ ତ ! ଚୁପ ରହିବା ଭଲ, ନା ଅନର୍ଗଳ ଗପିବା କିଛି ତ ଫରକ ଥିବ ! ନ ହେଲେ ଅନର୍ଗଳ ଗପୁଥିବା ଲୋକ ବି ବେଳେବେଳେ ଚୁପ ହୁଏତ ସୀମାବଦ୍ଧ ପୁଣିଥରେ, ଆଉ କାହା ପାଇଁ କିମ୍ବା, ପ୍ରାୟଶ୍ଚିତ ଘଟିଥିବା ଘଟଣାର କିଛି କୋହ ସାଇତା ଅଙ୍ଗାର ସହି ହୁଏ ସବୁବେଳେ…

ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ହୃଦ୍‌ରୋଗ ଦୂର କରେ ଟମାଟୋ…

ସ୍ୱାସ୍ଥ୍ୟପାଇଁ ଖୁବ୍‌ ଲାଭଦାୟକ ଟମାଟୋ । ଟମାଟୋରେ ରହିଛି ଭରପୂର ଔଷଧିୟ ଗୁଣ । ରୋଷେଇଠୁ ଆରମ୍ଭ କରି ଆମେ ତ୍ୱଚା ପାଇଁ ବ୍ୟବହାର କରିଥାଉ ଟମାଟୋ  । କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ ଆଉ କିଛି ଲୋକ ଏହାକୁ ସୁପ୍ କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି।…

ହାତୀ ଦାନ୍ତ ଚୋରାଚାଲାଣ ବେଳେ ୨ ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ମୈତ୍ରୀବିହାର ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହାତୀ ଦାନ୍ତ ଚୋରାଚାଲାଣ କରୁଥିବା ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗିରିଶ କୁମାର ନାୟକ ଏବଂ ଦୀପକ ସାହୁ । ସେମାନଙ୍କ ନିକଟରୁ ହାତୀ ଦାନ୍ତ ସହିତ ବାଇକ୍ ଓ ୧୬୦ ଟଙ୍କା ଜବତ କରିଛି । ରବିବାର…