Latest Odisha News

BREAKING NEWS

ସୋମନାଥ ମନ୍ଦିରକୁ ଦେଢ କୋଟି ଟଙ୍କା ଦାନ କଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ଭାରତର ଅନ୍ୟତମ ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନି ଗୁଜୁରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ଦେଢ କୋଟି ଟଙ୍କା ଦାନ କରିଛନ୍ତି । ମହାଶିବରାତ୍ରି ଅବସରରେ ସୋମନାଥ ପରିଦର୍ଶନ ସମୟରେ ମୁକେଶଙ୍କ ଏଭଳି ଦାନ ଚର୍ଚ୍ଚାକୁ ଆସିଛି ।…

ଚେପକରେ ଧୋନୀ ଖେଳିବେ ବିଦାୟକାଳୀନ ମ୍ୟାଚ

ଚେପକ: ଆଇପିଏଲର ୧୬ତମ ସଂସ୍କରଣ ୩୧ ମାର୍ଚ୍ଚରୁ ଆରମ୍ଭ ହୋଇଯିବ । ରିପୋର୍ଟ ମୁତାବକ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏହା ଶେଷ ସିଜନ ହୋଇପାରେ । ଚେନ୍ନାଇ ସୁପର କିଙ୍ଗସର ଜନୈକ ଅଧିକାରୀଙ୍କ କହିବା ଅନୁସାରେ ଯଦି ଟିମ ପ୍ଲେ ଅଫ ପାଇଁ କ୍ୱାଲିଫାଇ କରି ନ ପାରିବ ତାହାହେଲେ ମେ ୧୪ରେ…

ସ୍ୱାମୀ ଓ ଶାଶୂଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ଗୌହାଟୀ: ଆସାମରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ଏଥର ଲିଭ୍‌ ଇନ୍‌ ପାର୍ଟନରଙ୍କୁ ନୁହେଁ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କଲା ପିଶାଚି ବୋହୂ । ପରକୀୟା ପ୍ରୀତିର ମାୟାରେ ବାୟା ହୋଇ ସ୍ବାମୀ ରକ୍ତରେ ହୋଲି ଖେଳିଲା ସ୍ତ୍ରୀ । ସ୍ବାମୀ ଏବଂ ଶାଶୁକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି…

ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରିଲେ କୁମିନ୍ସ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରିଛି । ତେବେ ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତେବେ ତୃତୀୟ ଟେଷ୍ଟ ପାଇଁ ଆଉ ୧୦ ଦିନ ସମୟ ଥିବାରୁ ସେ ଏହା ପୂର୍ବରୁ ଫେରି ଆସିବେ । ଦଳର ପ୍ରଦର୍ଶନ ନେଇ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳ

ସମ୍ବଲପୁର : ସରିଲା ନିର୍ବନ୍ଧ । ହେବ ବାହାଘର । ବାଜିବ ବାଜା, ଫୁଟିବ ବାଣ  । ଆଉ ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗୀର ଜିଲ୍ଲାପାଳ  । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରଣା।  ଏହି…

ବ୍ୟକ୍ତିଗତ ଫଟୋ ପୋଷ୍ଟକୁ ନେଇ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଲାଗିଲା କଳି

ବାଙ୍ଗାଲୋର: କର୍ଣ୍ଣାଟକରେ ଦୁଇଜଣ ମହିଳା ଅଧିକାରୀଙ୍କ ମଧ୍ୟରେ କଳହ ଲାଗି ରହିଛି। କର୍ଣ୍ଣାଟକ ହସ୍ତତନ୍ତ ବିକାଶ ନିଗମର ଏମଡି ଆଇପିଏସ ଅଧିକାରୀ ରୁପା ମୋଦଗିଲ, ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରୋହିଣୀ…

ସାମାନ୍ୟ ଭୁଲ ପାଇଁ ଏହି ଟ୍ରେନର ମାଲିକ ହୋଇଗଲେ ଜଣେ ଚାଷୀ!

ଚଣ୍ଡୀଗଡ଼: ଭାରତରେ ଚାଲୁଥିବା ଟ୍ରେନର ମାଲିକାନା ରେଳ ମନ୍ତ୍ରାଳୟ ହାତରେ ରହିଛି | କିନ୍ତୁ ରେଳ ମନ୍ତ୍ରାଳୟ ବା ରେଳବାଇର ଏକ ସାମାନ୍ୟ ଭୁଲ ପାଇଁ ଗୋଟିଏ ଟ୍ରେନର ମାଲିକାନା ଜଣେ କୃଷକଙ୍କ ହାତରେ ରହିଛି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଏହି ଟ୍ରେନର ନାମ…

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ଅନ୍ୟ ଜଣେ ଗୁରୁତର

ନୟାଗଡ଼: ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ସଂଘବଦ୍ଧ ବ୍ୟକ୍ତି । ଏହି ଘଟଣାରେ ମୃତକର ସାନଭାଇ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗାଁର କିଛି ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନସ୍ଥ କାଦୁଆପଡ଼ା ଗାଁରେ…

ଏହି କାଳୀ ମନ୍ଦିରରେ ଭୋଗରେ ଅର୍ପଣ କରାଯାଏ ଚାଉମିନ ସାଙ୍ଗକୁ ମଞ୍ଚୁରିଆନ୍

କୋଲକାତା: ଭାରତ ସାଂସ୍କୃତିକ ତଥା ଧାର୍ମିକ ଦୃଷ୍ଟିକୋଣରୁ ବିବିଧ ଏବଂ ସମୃଦ୍ଧ | ଭାରତରେ ମନ୍ଦିର ସମେତ ଅନେକ ଦର୍ଶନୀୟ ସ୍ଥାନ ଅଛି ଯାହା ଦେଶ ତଥା ବିଦେଶରେ ପ୍ରସିଦ୍ଧ | ଏଥି ସହିତ, ଏଠାରେ ଥିବା ଅନେକ ମନ୍ଦିର ସେମାନଙ୍କର ଅନନ୍ୟ ପରମ୍ପରା ହେତୁ ଏକ ପୃଥକ ପରିଚୟ ବଜାୟ ରଖିଛନ୍ତି |…