Latest Odisha News

BREAKING NEWS

ଆପଣ ବିଏ ପାସ କରିଛନ୍ତି କି? ଶୀଘ୍ର କରନ୍ତୁ ଆବେଦନ ସରକାର ଦେଉଛନ୍ତି ୫୦ ହଜାର ଟଙ୍କା

ପାଟନା: ଆପଣ ବିଏ ବା ସ୍ନାତକ ପାସ କରିଛନ୍ତି କି? ଯଦି ହଁ, ତେବେ ଡେରି କାହିଁକି କରୁଛନ୍ତି ? ତୁରନ୍ତ ଆବେଦନ କରନ୍ତୁ ଆଉ ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ପାଆନ୍ତୁ | ତେବେ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବରଂ ବିହାର ସରକାର ଏଭଳି ଏକ ଯୋଜନା ବାବଦରେ ଘୋଷଣା କରିଛନ୍ତି |…

ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା; ଗିରଫ ହେଲା ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ

ଭୁବନେଶ୍ୱର: ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଉଠାଇନେଇଛି କମିଶନରେଟ୍‌ ପୋଲିସ। ଗତକାଲି ରାତିରେ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ସୌମ୍ୟଙ୍କୁ ଉଠାଇ ଆଣିଥିଲା ପୋଲିସ । ଗିରଫ ପରେ ସୌମ୍ୟଜିତ୍‌ଙ୍କୁ ଭୁବନେଶ୍ୱର ଆଣୁଛି କମିଶନରେଟ୍‌ ପୋଲିସ ।…

ଭାଷା ଭାଗବତ : ଲେଖା ଉତ୍ପାଦନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗଲେଖାର ଉତ୍କର୍ଷ ବିଧାନ ନିମଂତେ ବିକଳ୍ପ ସଂଧାନ ଥିଲେ ହେଁ ଅତି ପ୍ରୟୋଜନ ଲେଖକେ ଦିଅଂତିନି ଧ୍ୟାନ ଯେ ଯାହା ଅଭ୍ୟାସ ଆଦରି ଲେଖଂତି ବାକ୍ୟ ଅସୁମାରୀ ଗୋଟିଏ ଆରଟିର ଭଳି ମୁଦ୍ରିତ ହୋଇ ଯାଏ ଚଳି ଲେଖକ ହେଲେ ଯଂତ୍ରୋପମ ଲିଖନ

ଚାଲିଛି ବ୍ରିଟେନ ମହାରାଣୀଙ୍କ ମୁକୁଟ ମରାମତି; ହଟିପାରେ କୋହିନୂର ହୀରା

ଲଣ୍ଡନ: ରାଣୀ ଏଲିଜାବେଥ ପିନ୍ଧୁଥିବା ମୁକୁଟରୁ ହଟିପାରେ କୋହିନୂର ହୀରା । ଏଲିଜାବେଥଙ୍କ ପରେ ଏହି ମୁକୁଟ ପିନ୍ଧିବେ କିଙ୍ଗ ଚାର୍ଲସଙ୍କ ପତ୍ନୀ କାମିଲା  । ମହାରାଣୀ ଭାବେ ଅଭିଷିକ୍ତ ହେବା ପରେ କାମିଲା ଏହି ମୁକୁଟ ପିନ୍ଧିବେ । ହେଲେ ସେ ଏଲିଜାବେଥଙ୍କର ଏହି ମୁକୁଟ ପିନ୍ଧିବେ ନାହିଁ ବୋଲି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନାଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଷୟରେ ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ )ବର୍ଣ୍ଣିତ ଉପାଖ୍ୟାନ ଆଲୋଚନା ଜାରି ରହିଛି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଶ୍ନର ଉତ୍ତର ରେ ସଭାରେ ଉପସ୍ଥିତ ଜଣେ ଜଟିଳ

ଏପ୍ରିଲ ୬ରୁ ଜେଇଇ ମେନ ୨ୟ ପର୍ଯ୍ୟାୟ ପରୀକ୍ଷା

ଭୁବନେଶ୍ୱର: ଏକକ ପ୍ରବେଶିକା ପରୀକ୍ଷା ବା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା (ଜେଇଇ)ର ୨ୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୬ ତାରିଖରୁ ଆରମ୍ଭ ହେବ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ଦ୍ୱାରା ପରିଚାଳିତ ଏହି ସର୍ବଭାରୀୟ ସ୍ତରର ପରୀକ୍ଷା ଏପ୍ରିଲ ୬, ୮,୧୦, ୧୧ ଏବଂ ୧୨ ତାରିଖରେ ହେବ । ୨ୟ…

ଫେବ୍ରୁଆରୀ୨୧ରୁ ବଜେଟ ଅଧିବେଶନ, ୨୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର :ଆସନ୍ତା ୨୧ ତାରିଖରୁଆରମ୍ଭ ହେବ  ବିଧାନସଭା ବଜେଟ ଅଧିବେଶନ । ଫେବ୍ରୁଆରୀ ୨୧ରୁ ଆରମ୍ଭହୋଇ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୩-୨୪ ପାଇଁ ବଜେଟ ଏହି ଅଧିବେଶନରେ ଉପସ୍ଥାପନ କରାଯିବ । ହେଲେ ତା ପୂର୍ବରୁ ଅର୍ଥାତ ଫେବ୍ରୁଆରୀ ୨୦ ତାରିଖରେ ସର୍ବଦଳୀୟ…

ଦ୍ବିତୀୟ ଦିନରେ ବି ବିବିସି ଅଫିସରେ ଆୟକର ସର୍ଭେ, ହିନ୍ଦୁ ସେନାର ପ୍ରତିବାଦ ପରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ଦ୍ବିତୀୟ ଦିନ ମଧ୍ୟ ଆୟକର ବିଭାଗର ସର୍ଭେ କରିଛି। ୩୬ ଘଣ୍ଟାରୁ ଅଧିକ ସମୟ ସର୍ଭେ କରିଛି ଆୟକର ବିଭାଗ। ଅଫିସରେ ସ୍ଥିତି ସ୍ବାଭାବିକ ହୋଇନଥିବାରୁ ସମସ୍ତ ବିବିସି କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ…

ପ୍ରଥମ ପତ୍ନୀଙ୍କୁ ମୃତ ଦର୍ଶାଇ ଶିକ୍ଷକ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ, ଥାନାରେ ପ୍ରଥମ ପତ୍ନୀ ଦେଲେ ଏତଲା

ବାଲିଗୁଡା: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସୁଜାମାଜୁ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ମାମଲା ବିଚାରାଧୀନ ଥିବା ବେଳେ ସେ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ପ୍ରଥମ ପତ୍ୱୀଙ୍କୁ ମୃତ ଦର୍ଶାଇ ସେ ଦ୍ବିତୀୟ ବିବାହ କରିଥିବା…

ମହିଳା ଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ବୁଧବାର କେପଟାଉନରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ବ୍ୟାଟିଂ କରି ପ୍ରଥମେ ୧୧୯ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଟିମ୍…