ବିବାହ ଉତ୍ସବରେ କନ୍ୟା କଲେ ମଦ୍ୟପାନ: ନିଶା ଟଳମଳ ଅବସ୍ଥାରେ ଟଏଲେଟ୍ରେ ବସି ରହିଲେ
ନ୍ୟୁୟର୍କ: ପ୍ରତ୍ୟେକ ପୁଅ ଏବଂ ଝିିଅ ନିଜ ବିବାହ ଦିନକୁ ସ୍ମରଣୀୟ କରିବାକୁ ଚାହାଁନ୍ତି । ଏଥିସହ ବିବାହ ଦିନ ବର ଏବଂ କନ୍ୟା ଶାନ୍ତ ଏବଂ ସଭ୍ୟ ମନୋଭାବ ବଜାୟ ରଖିଥାନ୍ତି । କିନ୍ତୁ ଯଦି ବିବାହ ଦିନ କନ୍ୟା ନିଜେ ମଦ୍ୟପାନ କରନ୍ତି ତେବେ କଣ ହେବ? ଠିକ୍ ସେମିତି ଆମେରିକାରେ ଏକ ବିବାହ…