ଦୂରରେ ଥାଇ ପ୍ରେମୀଯୁଗଳ କରିପାରିବେ କିସ୍
ପ୍ରେମୀଯୁଗଳଙ୍କ କାରନାମାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳେ । ଖାସ୍କରି ସେମାନେ ଯେତେବେଳେ ଏକାନ୍ତରେ ମିଶିବାକୁ ପସନ୍ଦ କରନ୍ତି ସମାଜ ସେମାନଙ୍କୁ ସନ୍ଦେହୀ ନଜରରେ ଦେଖେ । ଏହାର କାରଣ ହେଲା ସବୁ ପ୍ରେମୀଯୁଗଳ ନିଜର ମନର ମଣିଷ ପାଖରେ ଏକାଠି ଅଧିକ ସମୟ…