ପୁଣି ଏକାଠି ସ୍କ୍ରିନ ସେୟାର କରିବେ ଅକ୍ଷୟ-ପରେଶ-ସୁନୀଲ
ମୁମ୍ବାଇ: ‘ହେରାଫେରି’ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୁମାର, ପରେଶ ରାୱଲ୍ ଓ ସୁନୀଲ ସେଟ୍ଟୀଙ୍କୁ ଦର୍ଶକ ଏବେ ବି ଭୁଲି ନାହାନ୍ତି । କାରଣ ସେ ଫିଲ୍ମରେ ତିନି ଜଣଙ୍କ ଜବରଦସ୍ତ ଅଭିନୟର ଛାପ ରହିଛି । ଖୁସିର କଥା ସିନେପ୍ରେମୀ ପୁଣି ଥରେ ଏହି ତିନି ଅଭିନେତାଙ୍କୁ ଏକାଠି ଦେଖିବାକୁ ପାଇବେ…