ଭୂମିକମ୍ପ ପୀଡ଼ିତ ସିରିଆ ଉପରେ ମିସାଇଲ୍ ମାଡ଼ କଲା ଇସ୍ରାଏଲ୍; ୧୫ ମୃତ, ଏକାଧିକ ଆହତ
ନୂଆଦିଲ୍ଲୀ: ଭୂମିକମ୍ପ ପୀଡ଼ିତ ସିରିଆଇରେ ଇସ୍ରାଏଲ୍ର ମିସାଇଲ ମାଡ଼। ରବିବାର ସକାଳେ ଇସ୍ରାଏଲ୍ ସିରିଆର ରାଜଧାନୀ ଦମିସ୍କରେ ମିସାଇଲ ମାଡ଼ କରିଛି। ଲୋକେ ରହୁଥିବା ଏକ ବିଲ୍ଡିଂରେ ଆକ୍ରମଣ କରିଛି ଇସ୍ରାଏଲ୍। ଏଥିରେ ୧୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ…