Latest Odisha News

BREAKING NEWS

ପଦ୍ମପୁର ବାସୀଙ୍କୁ ଧୋକା ଦେଲେ ମୁଖ୍ୟମନ୍ତ୍ରୀ, ନୃସିଂହନାଥ ସଦବୁଦ୍ଧି ଦିଅନ୍ତୁ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଯାଇ ତିନି ତିନୋଟି ସଭା କରିଛନ୍ତି । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ସଭାରେ କହିଥିବା ବେଳେ ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି…

ଜେଲରେ କଏଦୀ ପଢ଼ିବେ ଗୀତା ଭାଗବତ

ଭୁବନେଶ୍ୱର : ଏବେ କଏଦୀ ପଢ଼ିବେ ଗୀତା ଭାଗବତ । କଏଦୀଙ୍କ ମାନସିକ ସ୍ଥିତିରେ ସୁଧାର ପାଇଁ ଏମିତି ଅଭିନବ ପଦକ୍ଷେପ ନିଆଯାଇଛି। ପବିତ୍ର ମହାଶିବରାତ୍ରି ଅବସରରେ ଏହାର ଶୁଭାରମ୍ଭ ଝାରପଡ଼ା ସ୍ୱତନ୍ତ୍ର କାରାଗାରରୁ ହୋଇଛି। ଇସ୍କନ ମନ୍ଦିରରୁ ୨୭ ଜଣିଆ ଟିମ୍ ଝାରପଡ଼ା ଜେଲକୁ ଯାଇଥିଲେ । ସେଠାରେ…

ମୋ ପରିବାର ମତେ ସାହିତ୍ୟ ସର୍ଜନା ପାଇଁ ପ୍ରେରିତ କରିଛି : ଦେବଜ୍ୟୋତି ଅବିନାଶ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଇଂରାଜୀ ସ୍ନାତକୋତ୍ତର ବିଭାଗର ଛାତ୍ର ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ…

ଭୂକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ସନ୍ନି ଲିଓନି

ମୁମ୍ବାଇ : ତୁର୍କୀ ଏବଂ ସିରିଆ ଭୁକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । କସମେଟିକ ବ୍ରାଣ୍ଡର ରୋଜଗାରର ୧୦ ପ୍ରତିଶତ ଦାନ କରିବେ ବୋଲି ଅଭିନେତ୍ରୀ ସନ୍ନି ଓ ତାଙ୍କ ସ୍ୱାମୀ ଡାନିଏଲ ୱେବର ଘୋଷଣା କରିଛନ୍ତି । ଭୁକମ୍ପ ପୀଡ଼ିତଙ୍କ ଲାଗି ଅନ୍ୟମାନେ ସହାୟତା…

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ବରୀ : ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା । ୧୬ ବର୍ଷର ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ । ସୂଚନା ଅନୁଯାୟୀ, ଗତ ୧୭ ତାରିଖ ସନ୍ଧ୍ୟା ସମୟରେ ନାବାଳିକା ନିଜ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଅପହରଣ କରି ବଳାତ୍କାର କରିଥିଲା । ଏଭଳି ଘଟଣା ବରୀ ଜିଲ୍ଲା ବାଇଁଶିରିଆ…

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲଲ୍ର ଏହାର ତୀବ୍ରତା ୩.୮ ଥିବା ଜଣାଯାଇଛି। ଭୂକମ୍ପ ବିଷୟରେ ପିଟିଆଇ ରିପୋର୍ଟ କରିଛି। ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା…

ପୂର୍ବତନ ପାକ ମନ୍ତ୍ରୀଙ୍କ ବଡ ବୟାନ: ଟିଟିିପି ଆତଙ୍କୀଙ୍କୁ ଦେଶରେ ଥଇଥାନ କରିବାକୁ ଚାହୁଁଥିଲେ ପୂର୍ବତନ ଆର୍ମି ଚିଫ

ଇସଲାମବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟତର ରାଜନେତା ତଥା ପୂର୍ବତନ ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ ଅଭିଯୋଗ ଆଣି କହିଛନ୍ତି ପୂର୍ବତନ ସେନାମୁଖ୍ୟ କମର ଜାବେଦ ବାଜବା ଦେଶରେ ଆତଙ୍କୀ ସଂଗଠନ ଘୋଷଣା କରାଯାଇଥିବା ତହରିକ-ଏ-ତାଲିବାନ (ଟିଟିପି) ସଦସ୍ୟଙ୍କୁ…

ଭାରତୀୟ ଅକାଶରେ ପାକିସ୍ତାନୀ ଡ୍ରୋନକୁ ମାରି ଖସାଇଲେ ବିଏସଏଫ,ଡ୍ରୋନରୁ ମିଳିଲା ହେରୋଇନ

ଗୁରଦାସପୁର: ଭାରତରେ ପୁଣି ନୂଆ ଚାଲ ଖେଳୁଛି ପାକିସ୍ଥାନ । ଡ୍ରୋନରେ ହେରୋଇନ ପଠାଇବାର ଚକ୍ରାନ୍ତ କରୁଛି ପାକିସ୍ଥାନ । ପଞ୍ଜାବ ଗୁରଦାସ ପୁରରେ ବିଏସଏଫ ଯବାନ ମାନେ ଏକ ଡ୍ରୋନକୁ ମାରି ଖସାଇ ଦେଇଛନ୍ତି । ଏଥିସହିତ ଏଥିରେ ଥିବା ହେରୋଇନ ଜବତ କରିଛି । ଶନିବାର ରାତି ପ୍ରାୟ ୯ଟାରେ ଭାରତ-ପାକ…

କେଉଁ କାରଣରୁ ଅଭିନେତା ପପୁ ପମ୍‌ ପମ୍‌ଙ୍କୁ ପଥର ମାଡ଼ ?

ଚିକିଟି: ହଟହଟା ହେଲେ ଅଭିନେତା ପପୁ ପମ୍‌ ପମ୍‌। ପଥର ମାଡ଼ ହୋଇଥିବା ଅଭିଯୋଗ । ଗତକାଲି ଗଞ୍ଜାମ ଚିକିଟି ବ୍ଲକର ସୋରଳ ଗାଁରେ ମହାଶିବରାତ୍ରୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତା ପପୁ ପମ୍‌ ପମ୍‌ଙ୍କ ଉପରକୁ ପଥର ମାଡ଼ ହୋଇଛି । କେବଳ ଏତିକି ନୁହେଁ ପପୁଙ୍କୁ ପାଣି…

ବାପାଙ୍କ ପାଇଁ ହାଇକୋର୍ଟ ଗଲେ, ଲିଭର ଦାନ କରି ଦେଶର ସର୍ବ କନିଷ୍ଠ ଅର୍ଗାନ ଡୋନର ହେଲେ

କେରଳ: କେରଳର ଜଣେ ୧୭ ବର୍ଷର ବାଳିକା ଦେବନନ୍ଦା ନାମ୍ନୀ ନିଜ ପିତାଙ୍କୁ ଯକୃତର ଦାନ କରି ଦେଶର ସର୍ବକନିଷ୍ଠା ଅଙ୍ଗଦାତା ହୋଇଛନ୍ତି। ଦେଶର ଆଇନ ନାବାଳିକାଙ୍କୁ ଅଙ୍ଗ ଦାନ କରିବାକୁ ଅନୁମତି ଦେଉ ନ ଥିବାରୁ ସେ କେରଳ ହାଇକୋର୍ଟରୁ ଅନୁମତି ମାଗିଥିଲେ। କୋର୍ଟରୁ ଅନୁମତି ପାଇବା ପରେ ୯ ତାରିଖ…