ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ !
ନୟାଗଡ଼: ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ ! ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସିମିଳିସାହି ଗାଁରୁ। ମୃତ ଦିବ୍ୟାଙ୍କ ପୁଅର ବୟସ ୩୭। ତାଙ୍କ ନାଁ ବିଜୟ ପ୍ରଧାନ।
ମିଳିଥିବା ଖବର ଅନୁଯାୟୀ, ଦିବ୍ୟାଙ୍ଗ ବିଜୟ ପ୍ରଧାନଙ୍କ ଅଟୋ ଚଳାଇ ରୋଜଗାର କରୁଥିଲେ।…