ରାଜ୍ୟରେ ପ୍ରଥମ ଥର ଆରମ୍ଭ ହେଲା ପକ୍ଷୀ ସର୍ବେକ୍ଷଣ; ଈ-ବାର୍ଡ ଆପ୍ରେ ମିଳିବ ସମସ୍ତ ତଥ୍ୟ
ଅନୁଗୁଳ: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହୋଇଛି ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାତକୋଶିଆରେ ପକ୍ଷୀମାନଙ୍କର ବିବିଧତା ଓ ପ୍ରଜାତି ବିଷୟରେ ତଥ୍ୟ ସଂଗ୍ରହଣ କରାଯିବ। ସବୁଠାରୁ ମଜା କଥା ହେଲା ଇ-ବାର୍ଡ ଆପରେ ପକ୍ଷୀମାନଙ୍କ…