Latest Odisha News

BREAKING NEWS

ଭୁବନେଶ୍ୱରରେ ମହାମହିମ: କ’ଣ ରହିଛି ରାଷ୍ଟ୍ରପତିଙ୍କ ୨ ଦିନିଆ କାର୍ଯ୍ୟକ୍ରମ, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି   ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ବିମାନ ବନ୍ଦରରେ ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀ   ତାଙ୍କୁ ସ୍ୱାଗତ କରିଛନ୍ତି । ବିମାନବନ୍ଦରରୁ ସିଧାସଳଖ ରାଜଧାନୀର ଉତ୍କଳ ମଣ୍ଡପରେ…

ମଲାୟାଲମ୍ ଚଳଚ୍ଚିତ୍ରର ପ୍ରଥମ ଦଳିତ ଅଭିନେତ୍ରୀ ପି.କେ ରୋଜିଙ୍କୁ ସମ୍ମାନିତ କରିଛି ଗୁଗୁଲ୍

ସମୟ ସମୟରେ ଗୁଗୁଲ ନିଜର ଡୁଡଲ୍ ଅପଡେଟ୍ କରିଥାଏ । ଗୁଗୁଲ ଆଜି ଦେଶର ପ୍ରଥମ ଦଳିତ ଅଭିନେତ୍ରୀଙ୍କୁ ଡୁଡୁଲରେ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଆଜି ହେଉଛି ଅଭିନେତ୍ରୀଙ୍କ ଜନ୍ମଦିନ । ଜଣେ ମହିଳାଙ୍କୁ ଏପରି ସମ୍ମାନ ଦେଇ ଡୁଡଲ୍ ସୃଷ୍ଟି କରିଛି ଏକ ନିଆରା ଉଦାହରଣ । ଅଭିନେତ୍ରୀ ଜଣକ…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟା ମୁଖ୍ୟ ଅତିଥି ଭାବରେ ୱାଲାର୍ ସ୍କିଲ ସେଣ୍ଟର୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଅଳକା ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ…

ନିଜ ଗଢଣରେ ନିଜେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ମଣିଷର ଜୀବନ କେବଳ ନିଃଶ୍ୱାସ ମାଧ୍ୟମରେ ପ୍ରବାହିତ ହେଇଥାଏ । ନିଃଶ୍ୱାସ ଜୀବନକୁ ବଞ୍ଚାଇ ରଖିଥାଏ । ଯଦି ଥରେ ନିଃଶ୍ୱାସ ଅଟକି ଯାଏ, ଜୀବନର ପରିସମାପ୍ତି ସେହି ଠାରେ ଘଟେ । ନିଜକୁ ବଞ୍ଚାଇ ରଖିବାକୁ ଆମେ ଅନେକ ପ୍ରକାରର ପର୍ଯ୍ୟାୟ ଓ ମୋଡ଼ ଦେଇ ଗତି…

ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ କରି ନେଉଥିଲେ, ଚଳନ୍ତା କାରରୁ ଡେଇଁ ଜୀବନ ହାରିଲେ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚାରଆଡେ କଡା ସୁରକ୍ଷା ବ୍ୟବସ୍ଥା । ତଥାପି ପୋଲିସକୁ ଚାଲେଞ୍ଜ ଦେଇ କିଛି  ଦୁର୍ବୃତ୍ତ  ଗତକାଲି ରାତି ୯ଟା ୩୦ରେ ଜଣେ ଯୁବକଙ୍କୁ ଅପହରଣ କରି ନେଉଥିଲେ । ତେବେ ଚଳନ୍ତାକାରରୁ ତଳକୁ ଡେଇଁପଡି ଖସି ଆସିବାକୁ ଚେଷ୍ଟା କରିଥିଲେ ଯୁବକ ଜଣକ । ଥାନାରେ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - କେମିତି ? - ଯେମିତି ଆଖିସହ ଆଖି ମିଶାଇବାକୁ ହୁଏ । ତୋ ଭଳି ଫାଜିଲ୍ ହେବାକୁ ଚାହିଁଲେ ତ ଆଖି ମାରିବାକୁ ହୁଏ । ଆଖିରେ କଥା କହିବାକୁ ହୁଏ । ଏତେ ସବୁ ପରେ ଯଦି କିଛି ଗଡ଼ବଡ଼ ହେଲା, ତ ସେଇ ଆଖିକୁ ହିଁ କାନ୍ଦିବାକୁ…

ଦୁର୍ଘଟଣାରେ ଚାଲିଗଲେ ବାପା, ମା ଓ ଝିଅ : ହସ୍ପିଟାଲ୍‌ ବେଡ୍‌ରେ ମୃତ୍ୟୁ ସହ ଲଢ଼ୁଛି ୧୫ ମାସର ପୁଅ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଜୀବନ ସହ ସଂଘର୍ଷ କରୁଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ରାସ୍ତା ସିଂହଖମନ ଛକ ନିକଟରେ…

ମେ’ରେ ଓଜେଇଇ, ଆଜିଠୁ କରିବାକୁ ହେବ ଆବେଦନ

ଈୁବନେଶ୍‌:ର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଜାରି ହେଲା ସୂଚନା । ଆସନ୍ତା ମେ’ ପ୍ରଥମ ଓ ୨ୟ ସପ୍ତାହରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ବିଶ୍‌:ବିଦ୍ୟାଳୟ ଓ କଲେଜରେ ବି.ଫାର୍ମା, ବି.କାର୍ଟ, ଏମ.ଏସସି(କମ୍ପ୍ୟୁଟର ସାଇନ୍ସ),…

ଭାଷା ଭାଗବତ : ସୁବାଗ୍ମୀ ପ୍ରବର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗସରଳ ପ୍ରଶ୍ନର ଉତ୍ତର ଦେବାକୁ ନ ହୋଇ ତତ୍ପର କରେ ଯେ ପ୍ରଶ୍ନ ବିଶ୍ଳେଷଣ ସେ କରେ ଜ୍ଞାନ ପ୍ରଦର୍ଶନ ସ୍ଥୂଳ ଓ ସୂକ୍ଷ୍ମର ପାର୍ଥକ୍ଯ ବୁଝି ନ ପାରି ବହୁ ଲୋକ କରଂତି ଦୀର୍ଘ ଆଲୋଚନା ନିଷ୍କର୍ଷ ପଡ଼େନାହିଁ ଜଣା ଏପରି ବିଶେଷଜ୍ଞ…