‘ଓ୍ୱାଟର ଡାଇଜେଷ୍ଟ ଓ୍ୱାର୍ଲଡ ଓ୍ୱାଟର ଆଓ୍ୱାର୍ଡ ୨୦୨୨-୨୩’ରେ ସମ୍ମାନିତ ହେଲା ଓଡ଼ିଶା
ଭୁବନେଶ୍ୱର: ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ଜଳସମ୍ପଦ ବିଭାଗକୁ 'ଓ୍ୱାଟର ଡାଇଜେଷ୍ଟ ଓ୍ୱାର୍ଲଡ ଓ୍ୱାଟର ଆଓ୍ୱାର୍ଡ ୨୦୨୨-୨୩'ରେ ସମ୍ମାନିତ କରାଯାଇଛି।
ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭାଗକୁ ଉପର ଇନ୍ଦ୍ରାବତୀ ଏଲ୍ଆଇ ପ୍ରକଳ୍ପ…