Latest Odisha News

BREAKING NEWS

ପୁରୀ ଲକ୍ଷ୍ମୀ ମାର୍କେଟ ଅଗ୍ନିକାଣ୍ଡ ଘଟଣା: ବିଭାଗୀୟ ଅବହେଳାକୁ ସ୍ୱୀକାର କରିବ କିଏ?

ଭୁବନେଶ୍ୱର: ପୁରୀ ମରଚିକୋଟ ଛକଠାରେ ହୋଟେଲ୍ ସମ୍ରାଟ୍ ଓ ଲକ୍ଷ୍ମୀ ମାର୍କେଟ କମ୍ପଲେକ୍ସ ନିଆଁ ଲାଗିବା ଘଟଣାରେ ଏବେ ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି। ନିଆଁ ଲାଗିବାର ୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣା ପଛରେ କିନ୍ତୁ ଅଗ୍ନିଶମ ବିଭାଗର ଅବହେଳା ଓ…

ମାଟ୍ରିକ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ, ସର୍ବାଧିକ ନବରଙ୍ଗପୁରରୁ

ଭୁବନେଶ୍ୱର: ଶିକ୍ଷାବ୍ୟବସ୍ଥାକୁ ମଜବୁତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ଭିତରେ କିନ୍ତୁ ଚଳିତ ମାଟ୍ରିକ ପରୀକ୍ଷାରେ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚିନ୍ତାର କାରଣ ବଢ଼ାଇଛି। ସେହିପରି ସମ୍ମେଟିଭ ଓ୍ୱାନ ପରୀକ୍ଷାରେ ୧୩ ହଜାର ପରୀକ୍ଷାର୍ଥୀ…

ମାଟ୍ରିକ ପରୀକ୍ଷାରେ କପି ପାଇଁ ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଡିଲ୍!, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେବାକୁ ଯୋଜନା। ଆଉ ଏହି ବେଆଇନ୍ ଉପୟାର ନାୟକ ସାଜିଛନ୍ତି ଖୋଦ୍ ପରୀକ୍ଷାର୍ଥୀଙ୍କ ବାପା ତଥା ଅଭିଭାବକ। ନିଜ ପିଲାକୁ ପରୀକ୍ଷାରେ ପାସ କରାଇବାକୁ କପି ଆବଶ୍ୟକ ରହିଥିବା ହୃଦବୋଧ କରି ଅଭିଭାବକ ଜଣଙ୍କ…

ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ପାଇଁ ସରକାରଙ୍କ ୫୦୦ କୋଟିର ବ୍ୟୟବରାଦ, ଜାଣନ୍ତୁ ଯୋଜନା ପଛର ଭିତିରି କଥା

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକି ଥିବା ବେଳେ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିଛନ୍ତି। ଏହାର ନାମ ରହିଛି 'ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ଫର୍ ୨୦୨୩-୨୦୨୬'। ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ନିର୍ବାଚନକୁ ବର୍ଷେ ପାଖାପାଖି ସମୟ…

ବିଜେଡି ଗଡ଼ରେ ଅମିତ ଶାହ କରିବେ ବିଶାଳ ସଭା, ବଦଳିବ କି ଜିଲ୍ଲା ରାଜନୀତିର ସମୀକରଣ?

ଭୁବନେଶ୍ୱର: ଗତବର୍ଷ ଯେଉଁ ସ୍ଥାନରେ ଉପନିର୍ବାଚନ ଜିତି ବିଜେପି ଗଡ଼ ବଜାୟି ରଖିଲା ସେହି ସ୍ଥାନକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ…

ଗଞ୍ଜେଇ ଚାଲାଣର ନୂଆ ଉପାୟ, ମାଷ୍ଟର ମାଇଣ୍ଡକୁ ଖୋଜୁଛି ଅବକାରୀ ଟିମ୍

ବ୍ରହ୍ମପୁର: ୨୫ କେଜି ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଳିଙ୍ଗ ଘାଟି ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଶନିବାର ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣକାରୀଙ୍କ…

ମୃଦୁ ପାନୀୟରେ ନିଶା ଦେଇ ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକରେ ଏକ ଜିମରେ ଜଣେ ଯୁବତୀଙ୍କୁ ନିଶା ଦେବା ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କଟକ ମର୍କତନଗର ଅଞ୍ଚଳରେ ରହିଛି ଏହି ଜିମ୍। ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ମାର୍ଚ୍ଚ ୨୦୨୨ରେ ଘଟିଥିଲା। କିନ୍ତୁ ବର୍ଷକ ପରେ ପୀଡିତା ଥାନାରେ ଜିମ୍ ମାଲିକଙ୍କ ବିରୋଧରେ ଏତଲା…

ଉଡ଼ନ୍ତା କାରକୁ ନେଇ ଚର୍ଚ୍ଚା: କିଣିବା ପୂର୍ବରୁ ବାରମ୍ବାର ଭାବିବେ

ଦୀର୍ଘ ଦିନ ହେଲା ଏକ ଫ୍ଲାଇଙ୍ଗ କାର ବିଷୟରେ ଚର୍ଚ୍ଚା ଚାଲିଛି । ଅନେକ କମ୍ପାନୀ ଦାବି କରିଛନ୍ତି ଯେ, ସେମାନେ ଏପରି ଏକ କାର ବିକଶିତ କରିଛନ୍ତି ଯାହା ଉଡିପାରିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବଜାରକୁ ଆସିନାହିଁ । ଆଜିର ସମୟରେ ଲୋକମାନେ ଟ୍ରାଫିକରେ ଅଟକି ରହି ସମୟ ନଷ୍ଟ କରିବାକୁ…

ଏଥର ବର୍ଲିନର ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପୁଲରେ ମହିଳାମାନେ ବିନା କପଡାରେ ଗାଧୋଇ ପାରିବେ

ବର୍ଲିନ: ଜର୍ମାନୀ ରାଜଧାନୀ ବର୍ଲିନରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପୁଲରେ ବିନା କପଡାରେ ଗାଧେଇ ହେବ । ବିବିସିରେ ପ୍ରକାଶିତ ଖବର ଅନୁସାରେ ସହରର ବରିଷ୍ଠ ଅଧିକାରୀ ଏହାର ଅନୁମତି ପ୍ରଦାନ କରିଛନ୍ତି । କିଛି ଦିନ ତଳେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ସନ ବାଥ କରୁଥିବା ବେଳେ ତାଙ୍କ ପୁଲରୁ…

ଟ୍ରାନ୍ସଜେଣ୍ଡର, ଦେହଜୀବୀ ଏମଏସଏମ କାହିଁକି ରକ୍ତଦାନ କରିବେନି ସୁପ୍ରିମକୋର୍ଟଙ୍କ ନିକଟରେ ମତ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଆଜି ଏକ ବିବାଦୀୟ ଓ ଚିନ୍ତାଜନକ ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ମତ ରଖିଛନ୍ତି । ଟ୍ରାନ୍ସଜେଣ୍ଡର ବ୍ୟକ୍ତି, ଏମଏସଏମ ଓ ମହିଳା ଦେହଜୀବୀମାନଙ୍କୁ ରକ୍ତଦାତା ତାଲିକାରୁ ବାହାର କରିବା ପ୍ରସଙ୍ଗ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା…