ଶିବପାଲଙ୍କ ବାସନ୍ଦ ଦଣ୍ଡାଦେଶ କୋହଳ
ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଶିବପାଲ ସିଂଙ୍କ ବାସନ୍ଦ ଦଣ୍ଡାଦେଶକୁ ନାଡା କମେଇ ଦେଇଛି । ପୂର୍ବରୁ ୪ ବର୍ଷ ବଦଳରେ ତାଙ୍କ ବର୍ଷେ ବାସନ୍ଦ ଦଣ୍ଡାଦେଶ ଦିଆଯିବ । ୨୦୨୧ ସେପ୍ଟେମ୍ବରରେ ସେ ଡୋପ ଟେଷ୍ଟରେ ଧରା ପଡିଥିଲେ । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା ।…