Latest Odisha News

BREAKING NEWS

ଦ୍ବିତୀୟ ଟି -୨୦ ଜିତିଲା ଭାରତ: ୧୦୦ ରନ୍‌ କରିବାକୁ ସଂଘର୍ଷ କଲା ପାଣ୍ଡ୍ୟା ବ୍ରିଗେଡ

ଲକ୍ଷ୍ନୌ: ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରି ସିରିଜକୁ ୧-୧ରେ ବରାବର କରିଛି। ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା। ୧୦୦ ରନ୍‌ର ଟାର୍ଗେଟକୁ ପଛି କରି ସଫଳ ହେବାରେ ଭାରତକୁ ୧୯.୫ ଓଭର…

ଶରୀର ପାଇଁ ଯୋଗ ସହିତ ମିଲେଟ ଆବଶ୍ୟକ: ମୋଦୀ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲେଟ୍ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଯୋଗ ଦିବସ ଏବଂ ଆମର ବିଭିନ୍ନ କ୍ଷୁଦ୍ର ଶସ୍ୟ ବା ମିଲେଟ୍ସରେ ସାଧାରଣ ଜିନିଷ ରହିଛି। ଏହି ଦୁଇଟି ମଧ୍ୟରେ ବହୁତ କିଛି ସାଧାରଣ ରହିଛି। ଉଭୟ ଶରୀର ପାଇଁ ଜରୁରୀ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ପୂଜିତ ଦେବୀ ବିମଳାଙ୍କ ସ୍ୱତନ୍ତ୍ର ପାର୍ବଣ ରୀତିନୀତି ଭିତରେ ପାଳିତ ହେଉଥିବା "ଶାକ୍ତ ଗୁଣ୍ଡିଚା "ବିଷୟରେ ପ୍ରାଞ୍ଜଳ ଆଲୋଚନା କରିବା ପୂର୍ବରୁ…

ହକି ବିଶ୍ୱକପ: ବେଲଜିୟମକୁ ହରାଇ ଚାମ୍ପିଅନ ହେଲା ଜର୍ମାନୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ରେ ଜର୍ମାନୀ ଚାମ୍ପିଅନ୍ ହୋଇଛି। ୩-୩ ରେ ମ୍ୟାଚ ଡ୍ର ହୋଇଥିଲା।ପରେ ସଡ଼ନ ଡେଥରେ ବେଲଜିଅମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିଅନ୍ ହୋଇଛି ଜର୍ମାନୀ। ଏହାକୁ ମିଶାଇ ମୋଟ୍ ୩ ଥର ବିଶ୍ୱଚାମ୍ପିଅନ୍ ହେବାର…

ନବଙ୍କ ମୃତ୍ୟୁ: ବ୍ୟକ୍ତିଗତ ରାଗ ନା ସୁପାରି କିଲର?

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ହେଲେ ଜଣେ ପୋଲିସ ଏଏସଆଇ ହଠାତ କାହିଁକି ଆସି ତାଙ୍କୁ ଗୁଳି କଲେ ସେ ନେଇ ଅନେକ ପ୍ରଶ୍ନ ଉଠିଛି। ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହେଉଛି। ତେବେ ପୋଲିସ ଏଏସଆଇ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଏଡିଜି ଅରୁଣ ବୋଥ୍ରାଙ୍କ ତଦନ୍ତ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଅନ୍ୟ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ…

ନବ ଦାସଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ସାରା ରାଜ୍ୟ ସ୍ତବ୍ଧ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଖେରୁଆଲ ସେତୁ ପାର୍ଶ୍ୱରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର, ତିନି ଦିନିଆ ଶୋକ ଘୋଷଣା

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗରରେ ରବିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ। ରବିବାର ଓଡ଼ିଶା ସରକାର ଏହି ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ଏକ ପ୍ରେସ୍…

ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ ନବ ଦାସ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟର ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ ନବ ଦାସ । ଝାରସୁଗୁଡ଼ା ଜିଲ୍ଲା ସହ ପଶ୍ଚିମ ଓଡ଼ିଶାରେ ଥିଲା ନବ ଦାସଙ୍କ ଦବଦବା । ୨୦୧୯ରେ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ଆଉ ବିଜେଡି ଟିକେଟରେ ଝାରସୁଗୁଡ଼ା ଆସନରୁ ଲଢ଼ି ବିଧାୟକ ହୋଇଥିଲେ ନବ ଦାସ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଡାକ୍ତରଙ୍କ ତମାମ୍ ପ୍ରଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି । ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । କହିଛନ୍ତି, ନବଙ୍କୁ ବଞ୍ଚାଇବା ଲାଗି ଡାକ୍ତର ସମସ୍ତ ଚେଷ୍ଟା କରିଥିଲେ । ଦୁର୍ଭାଗ୍ୟବଶତଃ ସମ୍ଭବ…