Latest Odisha News

BREAKING NEWS

ଥାନାରେ ହାଜର ହେବେ ହ୍ୟୁମାନ୍-ଶ୍ରେୟା, ହେବ ଆପୋଷ ସମାଧାନ

ଭୁବନେଶ୍ୱର : କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଶ୍ରେୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା  । ଆଜି ଥାନରେ ହାଜର ହେବେ ହ୍ୟୁମାନ ଶ୍ରେୟା  । ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ଶ୍ରେୟା ଆଣିଥିଲେ ସାଂଘାତିକ ଅଭିଯୋଗ  । ଶାରିରିକ ଓ ମାନସିକ  ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ…

ସୋଲାପୁରର ବ୍ରିଜରୁ ଡେଇଁ ୧୨ ହରିଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ଏକ ପୋଲରୁ ଡେଇଁ ୧୨ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି  ମହାରାଷ୍ଟ୍ରର ସୋଲାପୁରସ୍ଥିତ ସୋଲାପୁର-ମାଣ୍ଡ୍ରୁପ ରାସ୍ତାରେ ଥିବା ଏକ ବ୍ରିଜ୍ ନକଟରେ । ହଠାତ୍ ପୋଲରୁ ଡେଇଁବାରୁ ୧୨ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଆହତ ହୋଇଛନ୍ତି।…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ଜନ୍ମ ମାଟିରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଶେଷ ଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏନେଇ ଭୁବନେଶ୍ବର ବିମାନ ବନ୍ଦରେ ପହଞ୍ଚିଛି ନବ ଦାସଙ୍କ ପାର୍ଥିବ ଶରୀର । ସେଠାରୁ ନିଜ କର୍ମମାଟି…

ଡିଭାଇଡରରେ ପିଟି ହୋଇ ଜଳିଗଲା ସେବାସଦନ ବସ୍

ଦଶପଲ୍ଲା: ବାଣୀଗୋଚ୍ଛା ନିକଟରେ ଅଘଟଣ । ଡିଭାଇଡରରେ ପିଟି ହେବା ପରେ ହୁତୁହୁତୁ ହୋଇ ଜଳିଗଲା ବସ୍‌   । ସୂଚନା ଅନୁଯାୟୀ ହରଭଙ୍ଗା ଅଭିମୁଖେ ଯିବା ସମୟରେ ଡିଭାଇଡରରେ ପିଟି ହୋଇଥିଲା ପରେ ବସ୍ ଟି ଜଳିଯାଇଥିଲା   । ଏନେଇ ସମସ୍ତ ରୋଗୀ ସମେତ ବସ୍ ଚାଳକ ସୁରକ୍ଷିତ ଉଦ୍ଧାର ହୋଇଥିବା…

ସର୍ବସାଧାରଣ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା ‘ଅମୃତ ଉଦ୍ୟାନ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଅମୃତ ଉଦ୍ୟାନ’ ପରିଦର୍ଶନ…

ଓଜନ ହ୍ରାସ ପାଇଁ ଏପରି କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ !

କିଛି ଲୋକ ନିଜର ଓଜନ ବୃଦ୍ଧିକୁ ନେଇ ଖୁବ୍‌‌ ଚିନ୍ତିତ । ସେଥିପାଇଁ ସେମାନେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଖାଦ୍ୟରେ ନିୟନ୍ତ୍ରଣ ରଖିବା ସହ କିଛି ସ୍ୱତନ୍ତ୍ର ଡାଏଟ୍‌ ଚାର୍ଟ୍‌ ଆପଣାଇ ଥାଆନ୍ତି । କିନ୍ତୁ ଏଭଳି ଉପାୟ ଆପଣାଇବା ଦ୍ୱାରା ଆମ ଶରୀରରେ ଏହାର କୁପ୍ରଭାବ ପଡିଥାଏ। ଶରୀରକୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଦକ୍ଷିଣବାହୁରେ କୁଣ୍ଢେଇ ଧରି ଭାଉଜ ତାକୁ ରୋଷେଇ ଘରକୁ ନେଇଗଲେ । କିଛି ନକହି ସେ ନିରବରେ ଖାଇ ଦେଇ ଉଠିପଡିଲା । ହଁ, ଖାଇବା ଭିତରେ କିନ୍ତୁ ତା’ ମନ କାହିଁ କେତେ କଥା ଭାବିଚାଲିଥିଲା । କିଏ ଆସିବ ? କେମିତି ହେଇଥିବ…

କବିତା : ସାଦା ପୃଷ୍ଠା

ରାମକୃଷ୍ଣ ସାଦା କାଗଜ ଖଣ୍ଡେ ସତେବା ଉଡିଆସେ ଶୂନ୍ୟରୁ ପବନରେ ଜମାରୁ ଉତୁରେ ନାହିଁ ହୃଦୟ ଯେତେ ଚେଷ୍ଟା କଲେ ସେ କାଗଜରେ କେବଳ ତେଢା ବଙ୍କା ଗୋଟେ ଚିତ୍ର ଆବୁରୁ ଜାବୁରୁ କିଛି ଶବ୍ଦ ମନ ତ ସମୟ ପରି ପିଚ୍ଛିଳ ଗଳିଯାଏ ଶବ୍ଦର ଆଙ୍ଗୁଠି ଫାଙ୍କରେ କେତୋଟି ଅଙ୍କ ବିଶିଷ୍ଟ…

ମହିଳା ଅଣ୍ଡର-୧୯ ଟିମ୍ ଟି-୨୦ ବିଶ୍ୱକପ: ଜିତିଲା ଭାରତ

ପୋଚେଫ୍‌ଷ୍ଟ୍ରୁମ୍‌: ଭାରତ ମହିଳା ଅଣ୍ଡର -୧୯ ଦଳ ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ଜିତିଛି। ଅନ୍ତିମ ମ୍ୟାଚରେ ଶେଫାଳି ବର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ବିଶ୍ୱ ଚାମ୍ପିଅନ ହେବାର ଗୌରବ ହାସଲ କରିଛି। ଏହା ଅଣ୍ଡର -୧୯ ଟି -୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ…

ଭାଷା ଭାଗବତ : ନୂତନ ରଂଗ, ଢଂଗ ଚଳିତ ରଙ୍ଗ, ଢଙ୍ଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ବର ଇତିହାସ ସାକ୍ଷୀ ନୂତନ ନ ରହେ ଅଟକି ଅଳପ ସମୟ ବିତିଲେ ନୂଆ ରଂଗ ଓ ଢଂଗ ଚଳେ ଆଦ୍ୟକର୍ମୀଂକ ଧୈର୍ଯ ବଳ ଅବଶ୍ଯ ଦିଏ ଭଲ ଫଳ ସଂସାର କରଇ ଗ୍ରହଣ ବହୁ ନୂତନ ଉଦ୍‌ଭାବନ ------------------------------…