Latest Odisha News

BREAKING NEWS

ବୀର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ। ବୀର ସୁରେନ୍ଦ୍ର ସାଏ ଜନ୍ମଜୟନ୍ତୀରେ ପାଓ୍ୱାର ଶୋ' କରିଛନ୍ତି ଦୁଇ ଦଳର ପ୍ରମୁଖ ନେତା। ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୀର ସୁରେନ୍ଦ୍ର ସାଏ ଜନ୍ମଜୟନ୍ତୀରେ ପାଓ୍ୱାର ଶୋ' ଦେଖାଇଛନ୍ତି ତ ଅନ୍ୟପଟେ…

ଶିମିଳିପାଳ ଅଭୟାରଣ୍ୟରେ ବାଘ ଛୁଆ ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଆଜି ଗୋଟିଏ କଲରାପତରିଆ ବାଘ ଛୁଆର ମୃତଦେହ ଉଦ୍ଧାର ହୋଇଛି । ବନ ବିଭାଗ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ଏହାର ବୟସ ଦେଢ଼ ମାସ ହେବ । ବାଘର କେମିତି ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଏହି ବାଘ ଛୁଆର…

ହକି ବିଶ୍ୱକପ: କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ କ୍ରସଓଭର ମ୍ୟାଚରେ ଆର୍ଜେଂଟିନାକୁ ହରାଇ ଦକ୍ଷିଣ କୋରିଆ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ପରସ୍ପର ବିରୋଧରେ ୫ଟି…

ପୁରୁଷ ବନ୍ଧୁ ନଥିଲେ କଲେଜ ମନା ! ଭାଇରାଲ୍ ଚିଠିର ସତ କଣ ?

ଜଗତସିଂହପୁର: ବୟ ଫ୍ରେଣ୍ଡ ନଥିଲେ କଲେଜରେ ପଶି ପାରିବେ ନାହିଁ ଛାତ୍ରୀ । ଫେବ୍ରୁଆରୀ ୧୪ରୁ କ୍ୟାମ୍ପସରେ ଲାଗୁ ହେବ ନୂଆ ନିୟମ । ସୁରକ୍ଷା ଦୃଷ୍ଟିରୁ ପୁରୁଷ ବନ୍ଧୁ ନଥିଲେ କଲେଜ ଆସି ପାରିବେ ନାହିଁ ଛାତ୍ରୀ । ଏସଭିଏମ୍ ସ୍ୱଂୟଶାସିତ କଲେଜ ଜଗତସିଂହପୁରକୁ ନେଇ ଏମିତି ଏକ ନୋଟିସ୍ ସୋସିଆଲ୍…

ଘର କଳି: ସମସ୍ତ ବ୍ଲକରେ ବିଜେପି କରିବ ଆନ୍ଦୋଳନ, ମନ୍ତ୍ରୀ ଦେଲେ ଜବାବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ ଶାସକ-ବିରୋଧୀ ତୁ ତୁ ମେଁ ମେଁ ଜାରି ରହିଛି। ଏହାରି ଭିତରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅନିୟିମିତତା ଅଭିଯୋଗକୁ ଆଧାର କରି ରାଜ୍ୟର ୩୧୪ଟି ବ୍ଲକରେ ବିଜେପି କରିବ ଜନ ଆନ୍ଦୋଳନ। ଆସନ୍ତାକାଲି…

ହକି ବିଶ୍ୱକପ : ଫ୍ରାନ୍ସକୁ ହରାଇ କ୍ୱାର୍ଟରରେ ଜର୍ମାନୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ହକି ବିଶ୍ୱକପ କ୍ରସଓଭର ମ୍ୟାଚରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଜର୍ମାନୀ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା । ଫ୍ରାନ୍ସ ବହୁ କଷ୍ଟରେ ଗୋଟିଏ…

ହଷ୍ଟେଲରେ ଆତ୍ମହତ୍ୟା, କାହିଁକି ଜୀବନ ହାରିଲେ ବେଦାନ୍ତରେ କାର୍ଯ୍ୟରତ ଯୁବତୀ ?

ଝାରସୁଗୁଡ଼ା: ହଷ୍ଟେଲରେ ଆତ୍ମହତ୍ୟା । ବେଦାନ୍ତ ଆଲୁମିନିୟମ୍ କାରଖାନାରେ କାର୍ଯ୍ୟରତ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ବଡ଼ମାଲ ଥାନା ଟାଉନ ସିପରେ ଥିବା ଲେଡିଜ୍ ହଷ୍ଟେଲରୁ ମୃତ ୨୬ ବର୍ଷୀୟ ଯୁବତୀ ସ୍ତୁତି ସାଗରିକା ସାହୁଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ସାଗରିକା ଭୁବନେଶ୍ୱର…

ବିବାହ ମୁଦି କଥା ବି ଭୁଲି ଯାଇଥିଲେ ରୋହିତ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ ବେଳେ ଟିମ ଡିସିଶନ ଭୁଲି ଯାଇଥିଲେ । ଟମ ଲାଥାମ ଓ ମ୍ୟାଚ ରେଫରୀଙ୍କୁ ଏଥିପାଇଁ ବେଶ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା । ରୋହିତ ଜଣେ ଭୁଲା ମନ ବ୍ୟକ୍ତି । ତାଙ୍କ ପ୍ରିୟ ବନ୍ଧୁ ବିରାଟ…

ମାଘରେ ନାହିଁ ଶୀତ, ରାଜ୍ୟର ୭ଟି ସ୍ଥାନରେ ୩୨ ଟପିଲା ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବି ଶୀତ ନାହିଁ । ରାଜ୍ୟରେ ଏବେ ଭୋରରେ କୁହୁଡ଼ି ଲାଗି ରହୁଥିବା ବେଳେ ଦିନ ବେଳା ଗରମ ଅନୁଭୂତ ହେଉଛି । ଯେମିତି ଲାଗୁଛି ମାର୍ଚ୍ଚ ଅଧା ହେଲାଣି । ଶୀତ ସରି ନଥିବା ବେଳେ ରାଜ୍ୟରେ ଦିନ ତାପମାତ୍ରାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଇଛି ।…

ଐଶ୍ୱର୍ଯ୍ୟା ରିଜେକ୍ଟ କରିଥିବା ଫିଲ୍ମ କରିସ୍ମାଙ୍କୁ କରିଥିଲା ରାତାରାତି ସୁପରଷ୍ଟାର

ନୂଆଦିଲ୍ଲୀ : ଏମିତି ବି ହୋଇଥିଲା ଜଣେ ଆଗଧାଡ଼ିର ଅଭିନେତ୍ରୀ ପ୍ରତ୍ୟାଖ୍ୟାନ କରିଥିବା ସିନେମା ଆଉ ଜଣେ ଅଭିନେତ୍ରୀଙ୍କୁ ସୁପରଷ୍ଟାର କରିପାରିଥିଲା । ଘଟଣା ଥିଲା ହିନ୍ଦି ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର । ୧୯୯୬ ମସିହାର ଘଟଣା । ସେ ସମୟରେ ମିସ୍‌ୱାର୍ଲ୍ଡ ଟାଇଟଲ ହାସଲ କରିଥିବା ଅଭିନେତ୍ରୀ…