Latest Odisha News

BREAKING NEWS

ଧାରଣାସ୍ଥଳରେ ପାଳିତ ହେଲା ନେତାଜୀ ଜୟନ୍ତୀ

ମୟୂରଭଞ୍ଜ: ଦିନକୁ ଦିନ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ବଦଳି ଦାବି ଘନାଇବାରେ ଲାଗିଛି । ସୋମବାର କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ବଦଳି ଦାବି କରି ଧାରଣା ଦିଆଯାଇଛି । ଆଜି ଛୁଟିଦିନ ଥିବା ସତ୍ତ୍ୱେ୍ୱ ସାମ୍ବାଦିକମାନେ…

ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲୱାମା ଆଟାକର ପ୍ରମାଣ ମାଗିଲା କଂଗ୍ରେସ; କହିଲା-ବିଜେପି ମିଛ କହୁଛି

ଶ୍ରୀନଗର: ପୁଣିଥର ସର୍ଜିକାଲ ଷ୍ଟ୍ରାଇକ୍‌ ଓ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରମାଣ ମାଗିଲା କଂଗ୍ରେସ। ସରକାର ପ୍ରମାଣ ନ ଦେଇ ଖାଲି ମିଛ କଥା କହୁଛନ୍ତି ବୋଲି କଂଗ୍ରେସର ପୂର୍ବତନ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏପରି କହିଛନ୍ତି। କଂଗ୍ରେସର ଭାରତ…

ସାମାଜିକ ପ୍ରତିବନ୍ଧକ ସହ ଲଢି ବିଧବା ମା’ଙ୍କର ଦ୍ୱିତୀୟ ବିବାହ କରାଇଲା ପୁଅ

କୋହ୍ଲାପୁର: ସମାଜ କ’ଣ କହିବ ସେଥିପାଇଁ ଖାତିର ନ ଥିଲା । ତାଙ୍କ ପରାମ୍ପରାର ଗୌରବ ବଢିବ କି କମିବ ସେ ହିସାବ ସେ କରି ନ ଥିଲେ । ସେ କେବଳ ଶୁଣିଥିଲେ ନିଜ ହୃଦୟର କଥା । ତାଙ୍କ ଆଖି ଆଗରେ ନାଚି ଯାଉଥିଲା ମା’ଙ୍କ ମୁହଁ । ସେ କେବଳ ଭାବୁଥିଲେ ମା’ କେମିତି ଖୁସି ହେବ, ତା ମୁହଁରେ ହସ…

ପ୍ରେକ୍ଷାଳୟରେ ୫୦ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଭୁବନେଶ୍ୱର: ବହୁଦିନ ପରେ ଓଡିଶାରେ ଓଡ଼ିଆ ସିନେମାର ସ୍ୱର୍ଣ୍ଣୀମ ଯୁଗ ଫେରିଛି । ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନ ସମ୍ପୂର୍ଣ୍ଣ କରିଛି ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା\' । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ…

ଆଉ ରହିବନି ଗାଡ଼ି ଚୋରି ଚିନ୍ତା ! ହୋଣ୍ଡା ଆଣିଲା ଆକ୍ଟିଭା ଏଚ୍-ସ୍ମାର୍ଟ

ଭୁବନେଶ୍ୱର: ହୋଣ୍ଡା ଆକ୍ଟିଭାର ଏଚ୍-ସ୍ମାର୍ଟ (Honda Activa H-Smart)ର ୩ଟି ଭାରିଆଣ୍ଟ ମାର୍କେଟକୁ ଆସିଛି । ଯେଉଁଥିରେ ଗୋଟିଏ ଲକରେ ୫ଟି ସୁବିଧା ରହିଛି । କାର ଭଳି ସ୍କୁଟରରେ ଆପଣ ଇଗ୍ନିସନ, ଲକ୍ ଓ ସିଟ୍ ଆଦି ଫିଚର୍ସ ସ୍ମାର୍ଟ କି (Smart-Key) ମାଧ୍ୟମରେ ବ୍ଯବହାର ଉପଯୋଗୀ କରି…

ଋଷଭ ପନ୍ତଙ୍କ ପାଇଁ ଉଜ୍ଜୟୀନ ମନ୍ଦିରର ପୂଜାର୍ଚ୍ଚନା କଲେ ଟିମ୍‌ ଇଣ୍ଡିଆର ଖେଳାଳି ଓ ଅମ୍ପାୟାର

ଭୋପାଳ: ଦୁର୍ଘଟଣାର ଶିକାର ହୋଇ ଆହତ ଅବସ୍ଥାରେ ଚିକିତ୍ସିତ ଥିବା ଋଷବ ପନ୍ତଙ୍କ ପାଇଁ ମନ୍ଦିରର ପୂଜା କଲେ ଟିମ୍ ଇଣ୍ଡିଆର ଖେଳାଳି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳିବା ପୂର୍ବରୁ ସୋମବାର ସକାଳେ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ…

ନିଜ ବୋହୂଙ୍କ ନାମରେ ଅଭିଯୋଗ ଆଣିଲେ ନୱାଜୁଦ୍ଦିନଙ୍କ ମା’

ମୁମ୍ବାଇ: କଳା ଜଗତରେ ନିଜର ଦମଦାର ଅଭିନୟ  ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି  ନୱାଜୁଦ୍ଦିନ ସିଦ୍ଦିକି । ହେଲେ ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିବା କୁହାଯାଉଛି। ଏଥିପାଇଁ ନିଜ ବୋହୂ ବିରୋଧରେ ଅଭିଯୋଗ କରିଛନ୍ତି ନୱାଜୁଦ୍ଦିନଙ୍କ ମା’। ଏହି…

କେ.ଏଲ ରାହୁଲ ଓ ଆଥିଆ ଶେଟ୍ଟିଙ୍କ ବିବାହରେ ମୋବାଇଲ ବାରଣ

ନୂଆଦିଲ୍ଲୀ : ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି । ସାତ ଘେରା ବୁଲି ସାରା ଜୀବନ ପାଇଁ ସାଥି ହୋଇ ରହିବେ କେ.ଏଲ ରାହୁଲ  ଓ ଆଥିଆ  । ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ବିବାହ…

ମନ୍ଦିରରେ ଉତ୍ସବ ଚାଲିଥିବାବେଳେ ଖସି ପଡିଲା କ୍ରେନ; ୪ ମୃତ

ଚେନ୍ନାଇ: ତାମିଲନାଡୁର ଅରାକୋଣମରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । କ୍ରେନର ଏକ ଅଂଶ ଛିଣ୍ଡି ପଡିବା କାରଣରୁ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଘଟିବା ସମୟରେ ମନ୍ଦିରରେ ଏକ ସମାରୋହ ଚାଲିଥିଲା ଏବଂ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା…

କେଉଁଠୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖଉଛି, ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଏଥର ନିର୍ବଚାନ ଲଢ଼ିବେ । ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ…