Latest Odisha News

BREAKING NEWS

ବିଏମସିର ପାତର ଅନ୍ତର ନୀତି: ‘ହକି ବେଳେ ପଟାନିକୁ ହଁ, ଖଣ୍ଡଗିରି ମେଳା ବେଳେ ଆମକୁ ନାଁ’

ଭୁବନେଶ୍ୱର: ରାଜଧାନୀ ଏବଂ ରାଉରକେଲାରେ ହକି ବିଶ୍ୱକପ ଚାଲିଛି। ନା ଅଛି କରୋନା ନିୟମ ନା ଅଛି ସାମାଜିକ ଦୂରତା। ଏହାରି ଭିତରେ ହକି ବିଶ୍ୱକପ ଶେଷ ହେବାକୁ ଯାଉଛି। କିନ୍ତୁ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ଉପରେ  ବିଏମସି ଲଗାଇଥିବା କଟକଣାକୁ ନେଇ ଅସନ୍ତୋଷ ତେଜିଛି।…

ଖର୍ଚ୍ଚ କାଟ ପାଇଁ ନବ ଦମ୍ପତ୍ତିଙ୍କ ଅଜବ ସର୍ତ୍ତ : ଘରୁ ଖାଦ୍ୟ ନେଇ ବିବାହକୁ ଆସନ୍ତୁ

ସାଧାରଣତଃ ନିଜ ନିଜର ବିବାହକୁ ସ୍ମରଣୀୟ ରଖିବାକୁ କିଏ କେତେ କ’ଣ କରିଥାନ୍ତି । ଏଥିଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଏମିତି ଏକ ନବଦମ୍ପତି ଯିଏ ନିଜ ବିବାହ ଉତ୍ସବର ଖର୍ଚ୍ଚକାଟ କରିବାକୁ ଯାଇ ଏକ ଭିନ୍ନ ଉପାୟ ଅବଲମ୍ବନ କରିଥିଲେ । ଅତିଥିଙ୍କ ପାଖରେ…

ମଙ୍ଗଳବାରଠୁ ରାଜଧାନୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ

ଭୁବନେଶ୍ୱର: ଟୁଇନ୍ ସିଟିରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମୋ ବସ ଆଉ ଦୁଇଟି ରୁଟରେ ଗଡ଼ିବ। ମଙ୍ଗଳବାର ଏହି ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ସିଆରୟୁଟି ବା ସେଣ୍ଟ୍ରାଲ ଅରବାନ ଟ୍ରାନସପୋର୍ଟ ଅଥରିଟି। ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧…

ନୌସେନାରେ ସାମିଲ ହେଲା ନୂଆ ଶିକାରୀ

ମୁମ୍ବାଇ: ଭାରତ ମହାସାଗରରେ ସମୁଦ୍ର ଭିତରେ ଯେତେବେଳେ ପଡ଼ୋଶୀ ଦେଶର ବିପଦ ରହିଛି ବୋଲି ଆଶଙ୍କା ଭିତରେ ନୌସେନାରେ ସାମିଲ ହୋଇଛି ଆଇଏନଏସ ଓ୍ୱାଗିର। କଲଭରୀ ଶ୍ରେଣୀର ଏହା ପଞ୍ଚମ ବୁଡା ଜାହାଜ। ସୋମବାର ଭାରତୀୟ ନୌସେନାରେ ଏହି ଯୁଦ୍ଧପୋତ ସାମିଲ ହୋଇଛି। ନୈସେନା ମୁଖ୍ୟ ଆଡମିରାଲ ଆର.…

ଶାନ୍ତି ଭଙ୍ଗ ହୋଇପାରେ ବୋଲି କହି କ୍ୟାମ୍ପସରେ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ରଦ୍ଦ କଲା…

ନୂଆଦିଲ୍ଲୀ: ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତରେ ସରକାରୀ ଭାବେ ବ୍ୟାନ୍ କରାଯାଇଛି। ହେଲେ ବିପକ୍ଷ ନେତା ଓ କିଛି ସ୍ଥାନରେ ଫିଲ୍ମର ସ୍କ୍ରିନିଂ ପାଇଁ ଯୋଜନା ଚାଲିଛି। ଦିଲ୍ଲୀ ଜବାହାର ଲାଲ ୟୁନିଭର୍ସିଟିରେ…

ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ, ୧୬ ଗିରଫ

ପାଟଣା: ବିହାରରେ ପୁଣି ଫେରିଲା ବିଷାକ୍ତ ମଦ ମୃତ୍ୟୁ। ମଦ ବିକ୍ରି ଓ ଉତ୍ପାଦନ ଉପରେ କଟକଣା ଲାଗିଥିବା ରାଜ୍ୟରେ ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୭ ଜଣ ହସ୍ପିଟାଲରେ ଗୁରୁତର ଭାବେ ଚିକିତ୍ସାଧୀନ ରହିଛନ୍ତି। ସିଓ୍ୱାନ ଜିଲ୍ଲାରେ ଘଟିଥିବା ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣା…

ସର୍ଜିକାଲ ଷ୍ଟ୍ରାଇକ ମିଛ: ଦିଗବିଜୟଙ୍କ ମନ୍ତବ୍ୟ ବ୍ୟକ୍ତିଗତ, ଦଳର ନୁହେଁ କହି ଦୂରେଇ ଦେଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇବା ପରେ ଏହାକୁ ନେଇ ପୁଣିଥରେ ବିବାଦ ତେଜିଛି। ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ସରକାର ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବିଜେପି ମଧ୍ୟ କଡା ଜବାବ ଦେଇଛି। ରାହୁଲ…

ରାଜକୁମାର ସନ୍ତୋଷୀଙ୍କୁ ହତ୍ୟା ଧମକ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ଆଜି ମିଳିଛି ହତ୍ୟା ଧମକ । ତାଙ୍କର ଆଗାମୀ ଫିଲ୍ମ ଗାନ୍ଧୀ ଗଡସେ: ଏକ ଯୁଦ୍ଧ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ମୁମ୍ବାଇ ପୋଲିସଙ୍କୁ ସୁରକ୍ଷା ମାଗିଛନ୍ତି । ୨୦ ଜାନୁୟାରୀରେ ମେକର୍ସଙ୍କ…

ସାମ୍ନାକୁ ଆସିଲା କେ.ଏଲ୍ ରାହୁଲ୍ ଓ ଆଥିଆଙ୍କ ଫଟୋ; ଲେହେଙ୍ଗା ଓ ଶେରୱାନୀରେ ଦମ୍ପତିଙ୍କ ଜବରଦସ୍ତ ଲୁକ୍

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ଓ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଅଥିଆ ଶେଟ୍ଟୀଙ୍କର ସରିଛି ବାହାଘର। ସୁନୀଲଙ୍କର ଖଣ୍ଡାଲା ସ୍ଥିତ ବାସବଭବନରେ ଉଭୟଙ୍କ ବିବାହ ହୋଇଛି। ଝିଅ ବାହାଘର ସମ୍ପର୍କରେ ସୂଚନା ଦେଇଥିଲେ ବାପା ସୁନୀଲ ଶେଟ୍ଟୀ। ଅଳ୍ପ ବନ୍ଧୁ ପରିବାର ବର୍ଗଙ୍କ…

ସମୁଦ୍ରରେ ବୁଡ଼ିଗଲେ ୩ ଯୁବକ; ଜଣେ ମୃତ, ଜଣେ ଉଦ୍ଧାର, ଅନ୍ୟ ଜଣଙ୍କ ମିଳୁନି ପତ୍ତା

ଜଗତ୍‌ସିଂହପୁର: ପୁରୀଜିଲ୍ଲା ଅସ୍ତରଙ୍ଗସ୍ଥିତ ପୀରଜାହାନିଆଠାରେ ୩ ଜଣ ଯୁବକ ସମୁଦ୍ରରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନି । ଜଗତସିଂହପୁରରୁ କିଛି ଯୁବକ ଭୋଜି କରିବାକୁ…