ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କାର୍ତ୍ତିକ ମାସର ବେଶ ପରମ୍ପରା ଅନନ୍ୟ, ରୀତିନୀତି ମଧ୍ୟ ଅନେକ ସ୍ୱତନ୍ତ୍ର, ଏମିତିରେ ବର୍ତ୍ତମାନ ଚାଲିଛି କାର୍ତ୍ତିକ ମାସର ସବୁଠାରୁ ପବିତ୍ର ଶେଷ ପାଞ୍ଚ ଦିନର…