Latest Odisha News

BREAKING NEWS

ଚାକିରି ନାଁରେ ଠକୁଥିଲା, ଉତ୍ତରପ୍ରଦେଶରୁ ବାନ୍ଧିଲା ରାଜ୍ୟ ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଉତ୍ତରପ୍ରଦେଶରୁ ଓଡିଶାକୁ ଲମ୍ୱିଥିଲା ଠକେଇର ଚେର । ଚାକିରି କରାଇଦେବା ନାଁରେ ଆଶାୟୀଙ୍କୁ ଠକୁଥିଲେ । ତିନି ମାସ ତଳୁ ଠକେଇ ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା ରାଜ୍ୟ ଅପରାଧ ଶାଖା (EOW) । ଶେଷରେ ଉତ୍ତରପ୍ରଦେଶର ଅଲିଗଡରୁ ଏହି ଜବ୍ ଫ୍ରଡ୍ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ…

ଅଲ ନସ୍ର ସହ ଚୁକ୍ତି ପରେ ରୋନାଲ୍ଡୋ ହେଲେ ବିଶ୍ୱର ସବୁଠାରୁ ଧନୀ ଖେଳାଳି

ରିୟାଦ: ପର୍ତୁଗାଲ ଫୁଟବଲ ଟିମର ଅଧିନାୟକ କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବର ଅଲ ନସ୍ର କ୍ଲବ ସହ ୨ବର୍ଷ ୬ମାସ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ରୟଟର୍ସ ଅନୁସାରେ ରୋନାଲ୍ଡୋଙ୍କୁ ଏ ନେଇ ୧୭୭୫ କୋଟି ଟଙ୍କା ପ୍ରଦାନ କରାଯିବ । ୩୭ ବର୍ଷୀୟ ରୋନାଲ୍ଡୋ ଏଥିସହ ସବୁଠାରୁ ଧନୀ ଖେଳାଳି ପାଲଟି…

ଦିଲ୍ଲୀ ପୋଲିସକୁ ଘାରିଛି ନୂଆବର୍ଷ ପାର୍ଟି ଭୟ, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ୱାଗତ କରିବାକୁ ଚଳଚଞ୍ଚଳ ହୋଇଉଠିଛି ଦେଶର ରାଜଧାନୀ ଦିଲ୍ଲୀ । ୨ ବର୍ଷ ପରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ମିଳିଥିବାରୁ ରାସ୍ତାଘାଟ ଗହଳି ହେବାର ଆଶଙ୍କା ରହିଛି । ତେଣୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ବ୍ୟାପକ ପୋଲିସ ମୁତୟନ…

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ଠର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା  ।  ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବାବେଳେ  ମାର୍ଚ୍ଚ ୨ରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ସେହିପରି ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…

ଅତି କମରେ ୬ମାସ କ୍ରିକେଟଠାରୁ ଦୂରେଇ ରହିବେ ପନ୍ତ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଶୁକ୍ରବାର ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ପନ୍ତଙ୍କ ମୁଣ୍ଡ, କହୁଣୀ ଓ ଆଂଠୁ ମାଡ ହୋଇଯାଇଛି । ଏହା ବ୍ୟତୀତ ହାଥ ଓ ପିଠି ମଧ୍ୟ ଆଘାତପ୍ରାପ୍ତ ହୋଇଛି । ପନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବା…

୨୦୨୨ରେ ବି-ଟାଉନ୍ ତାରକାଙ୍କ ଘରକୁ ଆସିଥିଲେ ନୂଆ ଅତିଥି

ନୂଆଦିଲ୍ଲୀ: ୨୦୨୨ ବଲିଉଡ୍ ପାଇଁ ଅନେକ ଅପସ୍ ଆଣ୍ଡ୍ ଡାଉନ୍ସ୍ ଆଣିଥିଲା । ହେଲେ ସେଲିବ୍ରିଟି ପର୍ସନାଲ ଲାଇଫ୍ ରେ ଅନେକ ଖୁସି ସାଉଁଟିଛନ୍ତି । ଅନେକ ତାରକା ନିଜ ଘରକୁ ନୂଆ ସଦସ୍ୟ ଆଣିଛନ୍ତି ଓ ଆଉ କେତେ ଜଣ ବାପା ମାଆ ହେବାର ଖୁସି ଅପେକ୍ଷାରେ ରହିଛନ୍ତି । ଷ୍ଟାର କପଲ୍  ପ୍ରିୟଙ୍କା…

୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ବଲିଉଡ୍ ତାରକା

ନୂଆଦିଲ୍ଲୀ : କରୋନାରେ ଦୁଇ ବର୍ଷ ଲକଡାଉନ ଓ ସଟ୍ ଡାଉନରେ କଟିବା ପରେ ୨୦୨୨ ଟିକେ ଆଶ୍ୱସ୍ତି ଦେଇଥିଲା । ବଲିଉଡ୍ ପାଇଁ ୨୦୨୨ ସଂଘର୍ଷର ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବନି । କାରଣ ଥିଏଟର ବନ୍ଦ କାରଣରୁ ବଲିଉଡ୍ ଜଗତରେ କଳାବାଦଲ ଛାଇଥିଲା । ୨୦୨୨ରେ ଫିଲ୍ମରୁ ଦୂରେଇ କିଛି ତାରକା ସଂସାର…

୨୦୨୩ ପରାଗ: ଗୋଟିଏ ପକ୍ଷରେ ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟପରାଗ

ଭୁବନେଶ୍ୱର: ୨୦୨୩ ପାଇଁ ଆଉ କେଇ ଘଣ୍ଟାର ପ୍ରତୀକ୍ଷା । ଗୋଟିଏ ଆଶା..ଗୋଟିଏ ଅପେକ୍ଷା..ନୂଆ ବର୍ଷ ଶୁଭଙ୍କର ହେଉ । ଦୂର ହେଉ ରୋଗ ଭୟ..ହଟିଯାଉ ପ୍ରାକୃତିକ ଦୂର୍ବିପାକର ବିପତ୍ତି ।   ୨୦୨୩ କ’ଣ ଭେଟି ନେଇ ଆସିବ ତାହା ତ ସମୟ କହିବ, ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ବର୍ଷ ୨୦୨୩ରେ ଅନେକ…

ସାହିତ୍ୟ ପରିକ୍ରମା-୨୦୨୨

ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୨ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…

ବାତ୍ୟାଶୂନ୍ୟ ବାଇଶି; ନେଇଛି ଅନେକ, ଦେଇଛି ଆଶ୍ୱସ୍ତି

ଭୁବନେଶ୍ୱର: ହାତ ଛାଡି ଦେବ ୨୨ । ଆଉ କେଇ ଘଣ୍ଟାର ବ୍ୟବଧାନ । କ୍ୟାଲେଣ୍ଡରରୁ ହଟିଯିବ ୨୨ର ଚିହ୍ନ । ସ୍ମୃତି ହୋଇ ରହଯିବ ମନ ଡାଇରୀରେ । ଅନେକ କିଛି ଛଡେଇ ନେଇଛି ଏ ବର୍ଷ । ଅନେକ ସଙ୍ଗୀତକାର, ଅନେକ ଅଭିନେତା, ଅନେକ ଖେଳାଳି.. । ତେବେ ଗୋଟିଏ ବଡ ଆଶ୍ୱସ୍ତି ଦେଇଛି ୨୨ । ୨୨ ହୋଇଛି…