Latest Odisha News

BREAKING NEWS

ଏୟାରବ୍ୟାଗ ଜିନ୍‌ସ ଦେବ ବାଇକ୍ ଚାଳକଙ୍କୁ ସୁରକ୍ଷା

ଲୋକ ସଂଖ୍ୟା ବୃଦ୍ଧି ପାଇବା ସହିତ ଗାଡ଼ି ମୋଟର ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ଯାହା ଚିନ୍ତାଜନକ । ସଡ଼କ ପରିବହନ ବିଭାଗର ସୂଚନା ଅନୁସାରେ, ପ୍ରତିବର୍ଷ ଯେତିକି ସଡ଼କ ଦୁର୍ଘଟଣା ଘଟୁଛି ତାଭିତରୁ ମୋଟର ସାଇକେଲ…

ଶାହାରୁଖଙ୍କ ଜୱାନରେ ଅଭିନୟ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଜୱାନରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି । ଅଟଲୀଙ୍କ ଜୱାନରେ ସେ କାମେଓ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ତେବେ ପୁଷ୍ପା ୨ ଫିଲ୍ମର ଶୁଟିଂରେ ସେ ବ୍ୟସ୍ତ ରହିବାରୁ ଇଚ୍ଛା…

ଗତବର୍ଷ ଫେବ୍ରୁଆରୀ ତୁଳନାରେ ଓଡ଼ିଶାର GST ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଜିଏସଟି ସଂଗ୍ରହରେ ଓଡ଼ିଶାର ଅଭିବୃଦ୍ଧି । ଫେବ୍ରୁଆରୀ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ଫେବ୍ରୁଆରୀ ମାସରେ ଓଡ଼ିଶା ୪, ୧୦୧ କୋଟି ଜିଏସଟି ସଂଗ୍ରହଣ କରିଥିବା ବେଳେ ୨୦୨୩ ଫେବ୍ରୁଆରୀରେ ତାହା ୪, ୫୧୯ କୋଟି ରହିଛି । ଅର୍ଥାତ୍ ୨୦୨୨…

ଏକଚ୍ଛତ୍ରବାଦ ଶାସକଙ୍କ ନୂଆ ଆଦେଶ, ହଲିଉଡ ଫିଲ୍ମ ଦେଖିବା ମନା

ପେଙ୍ଗୟଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଆଉ ଏକ ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହା ଅନୁସାରେ ଏଣିକି ଉତର କୋରିଆରେ ହଲିଉଡ ଫିଲ୍ମ କେହି ଦେଖିପାରିବେ ନାହିଁ । ଯେଉଁ ପିଲାମାନେ ଫିଲ୍ମ ଦେଖିବେ ତାଙ୍କୁ ଏବଂ ସେମାନଙ୍କ ପିତାମାତାଙ୍କୁ ଜେଲଦଣ୍ଡ ଦିଆଯିବ । ଏହା…

ଇଦ୍‌ରେ ଆସିବ ‘କିସି କା ଭାଇ କିସିକା ଜାନ୍‌’

ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ତଥା ଭାଇଜାନ୍ ସଲମନ ଖାଁ ଆସନ୍ତା ଇଦ୍‌ରେ ନିଜର ଅଗଣିତ ସିନେ ପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆ ଫିଲ୍ମ ‘କିସି କା ଭାଇ କିସିକା ଜାନ୍‌’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନ ଭେଟି ଦେବାକୁ ଯାଉଥିବା ଏହି ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା ଢେର ।…

ବିଗୁଡ଼ୁଛି ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା, ସମସ୍ତଙ୍କ ଆଶୀର୍ବାଦ ମାଗିଲେ ଅଭିନେତା ଶ୍ରୀତମ

ଭୁବନେଶ୍ୱର: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ଗତ ସପ୍ତାହରେ ଚିକିତ୍ସା ପାଇଁ ଦିଲ୍ଲୀର ଇନଷ୍ଟିଚ୍ଯୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ପିଣ୍ଟୁଙ୍କ ସ୍ୱାସ୍ଥ୍ୟାବସ୍ଥା…

ତୃତୀୟ କ୍ରିକେଟ ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନରେ ଅଗ୍ରଣୀ

ଇନ୍ଦୋର: ଏଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪୭ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଥମ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୦୯ ରନରେ ଅଲଆଉଟ ହୋଇ ଯାଇଥିଲା…

ସରିଲା ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ, ଗୃହ ମୁଲତବି

ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନ ଶେଷ ହୋଇଛି । ଏଥିସହ ବିଧାନସଭାକୁ ବାଚସ୍ପତି ଆସନ୍ତା ୧୦ ତାରିଖ ଯାଏ ମୁଲତବି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ଅଧିବେଶନର ଶେଷ ଦିନରେ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ତାରାବାହିନୀ ପତି ଗ୍ୟାସ…

ଛାତ୍ରୀ ଉଦ୍ଭାବନ କଲେ ଅଦ୍ଭୁତ ଜୋତା : ପିନ୍ଧିଲେ ଲୋକେସନ କରିବ ଟ୍ରାକ, ଚାର୍ଜ ହେବ ମୋବାଇଲ, ଲାପ୍‌ଟପ୍

୩ ଛାତ୍ରୀଙ୍କ କମାଲ । ଉଦ୍ଭାବନ କଲେ ଅଦ୍ଭୁତ ଜୋତା, ଯାହା ପିନ୍ଧିଲେ ଲୋକେସନ ତ ଟ୍ରାକ ହେବ । ତାହାସହିତ ମୋବାଇଲ ଓ ଲାପ୍‌ଟପ୍ ବି ଚାର୍ଜ ହେବ । ମାନେ ଅଲ୍‌-ଇନ୍‌-ୱାନ । ଏହି ଅଦ୍ଭୁତ ଜିନିଷକୁ ଉଦ୍ଭାବନ କରି ଏମାନେ ଏବେ ସୋସିଆଲ ମିଡ଼ିଆରେ ଛାଇ ହୋଇ ଯାଇଛନ୍ତି । ଛତିଶଗଡର ପିଥୋରାସ୍ଥିତ…

ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନରେ ବିଜେଡି ରଚିଥିଲା ହିଂସା ଷଡ଼ଯନ୍ତ୍ର: ସମୀର ମହାନ୍ତି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ତଥା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ଗତକାଲି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା । ଗଣତନ୍ତ୍ରରେ ପ୍ରତିବାଦ କରିବାର…