ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ମା'ଲଷ୍ମୀଙ୍କ ଜଗମୋହନ ବା ଅଚିନ୍ତା ମଣ୍ଡପରେ ଟିକିଏ ବିଶ୍ରାମ ନେଇଛେ। ଏଠି କିନ୍ତୁ ଆଖି ପଡୁଛି ଟିକିଏ ଉଚ୍ଚରେ…