ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଆଉ ଏକ ପ୍ରସିଦ୍ଧ ଗଣେଶଙ୍କ ମନ୍ଦିର ନିକଟରେ ଆମେ ପହଞ୍ଚି ଗଲେଣି। ଠିକ ଶ୍ରୀସାକ୍ଷୀଗୋପାଳଙ୍କ ମନ୍ଦିର ପାର୍ଶ୍ଵରେ କୂର୍ମ ପ୍ରାଚୀରର…