Latest Odisha News

BREAKING NEWS

ପରକୀୟା ପ୍ରୀତିରୁ ଗୁଳିକାଣ୍ଡ, ୩ ଗୁରୁତର  

ଆଠଗଡ : ଜେନାପଦା ଗାଁରେ ଅଭାବନୀୟ ଘଟଣା  । ପରକୀୟା ପ୍ରୀତିକୁ ନେଇ ଗୁଳିକାଣ୍ଡ ଘଟିଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି  । ସୂଚନା ଅନୁଯାୟୀ, ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ସଦାନନ୍ଦ ଦାସ ମାମୁଁ ଘରେ ଜେନାପଦାରେ ରହି…

ଭାଷା ଭାଗବତ : ନବୀନ ସମସ୍ୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅନେକ ଭାଷାର ଶବଦ ହେଲେ ହେଁ ସ୍ବଭାଷା ସଂପଦ ବିଭିନ୍ନ ଅନ୍ୟ ଭାଷା ପ୍ରତି ବଦଳୁନାହିଁ ଲୋକମତି ରାଜ୍ୟରେ ବହୁବିଧ ଭାଷା ଚଳିଲେ ସୁଦ୍ଧା ଆମ ଆଶା କେବଳ ଏକମାତ୍ର ଭାଷା ହୁଅଂତା ସଭିଂକ ଭରସା ଏହି ସଂକୀର୍ଣ ଚିଂତାଧାରା ପାଉନି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ବେଢା ପରିକ୍ରମା କ୍ରମେ ଆମେ ପହଞ୍ଚି ଯାଇଛେ ମୂଖ୍ୟ ମନ୍ଦିର ନିକଟରେ, ଇତିହାସ କହେ ଓଡ଼ିଶାର ଗଙ୍ଗ ରାଜବଂଶର ଶ୍ରେଷ୍ଠ ରାଜା ଅନନ୍ତ ବର୍ମନ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ତାଙ୍କ ପରିବାର ବିଷୟରେ କିଛି କହିଲୁନି... - ଯାହା ଶୁଣିଛି, ପଲ୍ଲୀର ଗୋଟେ ଛୋଟିଆ ଘରେ ତାଙ୍କ ପରିବାର ରହନ୍ତି । ଇଏ ଅଧ୍ୟାପକ ଅଛନ୍ତି । ଆଉ ଅଧିକା କିଛି ମୁଁ ଜାଣେନି । ଘରେ କାହାକୁ ପଚାରିବି…

ପତ୍ନୀଙ୍କ ସ୍ମୃତିରେ ହନୁମାନ ମନ୍ଦିର ନିର୍ମାଣ

ଶାହାଜହାନ ନିଜ ପତ୍ନୀ ମମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ତାଜମହଲ । ଏ କଥା ସମେସ୍ତ ଜାଣନ୍ତି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ମୃର୍ତ୍ତି, ସ୍ମାରକୀ ବା ପାର୍କ ତିଆରି କରିଥିବା ଦେଖିବାକୁ ମିଳେ । କିନ୍ତୁ ନିଜ ପତ୍ନୀଙ୍କ ସ୍ମୃତିରେ ଜଣେ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ହରାଇଲା ଭାରତ

କେପଟାଉନ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଜେମିମା ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ବିଶ୍ୱକପର ୪ର୍ଥ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ…

୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କଲେ ଜ୍ୟୋତି ୟାରାଜୀ

ଭୁବନେଶ୍ୱର: କାଜକସ୍ତାନର ଅଷ୍ଟାନାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତୀୟ ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଏଥିରେ ଜ୍ୟୋତି ୟାରାଜୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେ ୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ୬୦ ମିଟର ହର୍ଡଲ୍ସରେ ସେ…

ବେଙ୍ଗ ପୋଡା ଖାଇ ଶିଶୁକନ୍ୟା ମୃତ, ଜଣେ ଗୁରୁତର

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଶିଶୁକନ୍ୟାର ନାମ ସୁମିତ୍ରା ମୁଣ୍ଡା (୬) । ଗୁରୁବାର ରାତିରେ ଏକ ବେଙ୍ଗ…

କିଣନ୍ତୁ ଏଇ ଡିଭାଇସ, କରିବାକୁ ପଡିବନି ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ଜିଓ ହେଉ ବା ଏୟାରଟେଲ । ରିଚାର୍ଜ କରିବାବେଳେବେଳେ ବିରକ୍ତିକର ମନେ ହୋଇଥାଏ । କେତେବେଳେ ତୁମର ରିଚାର୍ଜ ତାରିଖ ଆସିଯାଇଥିବ କିନ୍ତୁ ତୁମେ ଜାଣି ନ ଥିବ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ଏକ ନୂଆ ଉପାୟ ବତାଇବୁ । ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ଡିଭାଇସ…

୩ ବର୍ଷ ପରେ ଆଉ ଥରେ ବିବାହ କରିବେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶ ଷ୍ଟାନକୋଭିଚ ୩ ବର୍ଷ ହେବ ପତି-ପତ୍ନୀ ଭାବେ ଚଳୁଛନ୍ତି । ଉଭୟଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଭାଲେଂଟାଇନ ଡେ ଅବସରରେ ରାଜସ୍ଥାନର ଉଦୟପୁରରେ ସେମାନେ ଗ୍ରାଣ୍ଡ ସେରୋମୋନୀ ରଖିଛନ୍ତି ବୋଲି ରିପୋର୍ଟ…