Latest Odisha News

BREAKING NEWS

ଶିତଦିନେ ଖାଆନ୍ତୁ ମେଥିଶାଗ, ଗଣ୍ଠି ଯନ୍ତ୍ରଣାରୁ ପାଇବେ ମୁକ୍ତି….

ଶିତଦିନେ ଟିକିଏ ଆମକୁ ଆମ ଶରୀର ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ  । ସେଥିପାଇଁ ଆମକୁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ  । ବିଶେଷ କରି ଶାଗ ଖାଇବା ନିହାତି ଦରକାର । ତେବେ ସବୁ ଶାଗ ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ,…

ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ସଞ୍ଜୁ ସାମସନ, ଡେବ୍ୟୁ କରିପାରନ୍ତି ରାହୁଲ ତ୍ରିପାଠୀ

ମୁମ୍ବାଇ: ଭାରତ -ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜରୁ ବାଦ ପଡ଼ିଲେ ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ। ପ୍ରଥମ ମ୍ୟାଚ୍‌ରେ ଫିଲ୍ଡିଂ ବେଳେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିବାରୁ ତାଙ୍କୁ ସିରିଜ୍‌ରୁ ବାଦ ଦିଆଯାଇଛି ବୋଲି ସୂଚନା ମିଳିଛି। ଏନେଇ ବିସିସିଆଇ…

ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଭାସିଗଲେ ୨ ଯୁବକ

ସୁନ୍ଦରଗଡ଼: ସାଙ୍ଗସାଥୀ ହୋଇ ଭୋଜି କରିବାକୁ ଯାଇଥିଲେ । ହେଲେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ । ସୁନ୍ଦରଗଡ଼ର ଇବ୍ ନଦୀରେ ୨ ଜଣ ଯୁବକ ଭାସି ଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ବୁଧବାର ଏ ଅଘଟଣ ଘଟିଛି ତଳସରା ଥାନା କନାକୁଣ୍ଡା…

ପିନାକୀଙ୍କୁ ନେଇ ଅଡ଼ୁଆରେ ବିଜେଡି, ହାତରୁ ଖସିଯିବ କି ପୁରୀ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେଡି ହାତରୁ ଖସିଥିଲା ପୁରୀ ସହ ବ୍ରହ୍ମଗିରି ବିଧାନସଭା ଆସନ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଜେଡି ପୁରୀ ଲୋକସଭା ଆସନକୁ ନେଇ ବିବ୍ରତ ହୋଇ ପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବ୍ଲକ ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକକୁ ଲୋକାର୍ପିତ ମଧ୍ୟ କରିଛନ୍ତି । ଏହି ଅବସରରେ…

ହିଜାବ ପରିଧାନ କରି ନ ଥିବାରୁ ଇରାନ ଚେସ ଖେଳାଳିଙ୍କୁ ହତ୍ୟା ଧମକ

ତେହେରାନ: ହିଜାବ ପରିଧାନ କରି ନ ଥିବାରୁ ଇରାନର ମହିଳା ଚେସ ଖେଳାଳି ସାରା ଖାଦିମଙ୍କୁ ହତ୍ୟା ଧମକ ମିଳିଛି । ସାରା କାଜାକସ୍ତାନର ଏକ ଟୁର୍ଣ୍ଣାମେଂଟରେ ବିନା ହିଜାବରେ ଅଂଶଗ୍ରହଣ କରିଥିଲେ । ଏଥିନେଇ ତାଙ୍କୁ ଟାର୍ଗେଟ କରାଯାଇଛି । ସ୍ୱଦେଶ ପ୍ରତ୍ୟାବର୍ତନ କଲେ ହତ୍ୟା କରାଯିବ ବୋଲି…

ମଦୁରା ମାଇକ୍ରୋ ଫାଇନାନ୍ସରେ ଠକେଇ;୮ ଲକ୍ଷ ଟଙ୍କା ନେଇ ଦୁଇ ମ୍ୟାନେଜର ଫେରାର

ବ୍ରହ୍ମପୁର: ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ଏହି କମ୍ପାନୀରେ କାର୍ଯ୍ୟ କରିଥିବା ଦୁଇ ମ୍ୟାନେଜର ହିଁ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। କମ୍ପାନିର ଏରିଆ ମ୍ୟାନେଜରଙ୍କ ତରଫରୁ ବ୍ରହ୍ମପୁର ଟାଉନ…

ସ୍ବାସ୍ଥ୍ୟକେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ କରିବ ସ୍ବତନ୍ତ୍ର ଯାନ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ପରିଚାଳନାରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୬ଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଜୈବ ବର୍ଜ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବହାର କରାଯିବ। ବୁଧବାର ନିଗମ କାର୍ଯ୍ୟାଳୟ ପରିସରରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି…

ବିଶ୍ୱକପରେ ଆର୍ଜେଂଟିନାଠାରୁ ପରାଜିତ ହେବା ସତ୍ୱେ ଫ୍ରାନ୍ସରେ ମେସିଙ୍କୁ ଜୋରଦାର ସ୍ୱାଗତ

ପ୍ୟାରିସ: ଫିଫା ବିଶ୍ୱକପରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଂଟିନା ଚାମ୍ପିୟନ ହୋଇଛି । ତେବେ ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସୀ ବୁଧବାର ଯେତେବେଳେ ଫ୍ରାନ୍ସରେ ପଂହଚିଥିଲେ ତାଙ୍କୁ ସାଥୀ ଖେଳାଳିମାନେ ଜୋରଦାର ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ମେସି ପ୍ୟାରିସ ସେଂଟ ଜର୍ମନ କ୍ଲବ…

ରେଲୱେରେ ଚାକିରି ଦେବା ଆଳରେ ନେଇଥିଲେ ୭ଲକ୍ଷ, ଗିରଫ କଲା ପୋଲିସ

ବ୍ରହ୍ମପୁର: ରେଲୱେରେ ଚାକିରି କରାଇଦେବା ନାଁରେ ଜଣେ ଆଶାୟୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବତୀଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗତସିଂହପୁର ଝିଲା ଝିମାଣି ଗ୍ରାମର ଜେଏମଏସ. ପ୍ରଭା। ସେ ବର୍ତ୍ତମାନ ବ୍ରହ୍ମପୁର ଶରଧାବାଲି…