ବାହୁବଳି ଅଭିନେତା ରାଣା ଡାଗୁବଟ୍ଟୀ ଓ ବାପା ସୁରେଶ ବାବୁଙ୍କ ବିରୋଧରେ ମାମଲା; ସମନ କଲେ କୋର୍ଟ
ହାଇଦ୍ରାବାଦ: ବାହୁବଳି ଫିଲ୍ମ ଅଭିନେତା ରାଣା ଡାଗୁବଟ୍ଟୀ ଓ ତାଙ୍କ ବାପା ତଥା ଜଣାଶୁଣା ତେଲଗୁ ଫିଲ୍ମ ପ୍ରଯୋଜକ ସୁରେଶ ବାବୁଙ୍କ ନାଁରେ ମାମଲା ରୁଜୁ। ଜମି ହଡ଼ପ ଘଟଣାରେ ବାପ ପୁଅଙ୍କ ବିରୋଧରେ କୋର୍ଟରେ ମାମଲା ହୋଇଛି। ହାଇଦ୍ରାବାଦର ଫିଲ୍ମ ନଗରରେ ଜମି ହଡ଼ପ କରିବା ଅଭିଯୋଗ ନେଇ ପ୍ରମୋଦ…