Latest Odisha News

BREAKING NEWS

ଫ୍ରାନ୍ସରେ ମିଳିବ ଫ୍ରୀ କଣ୍ଡୋମ

ପ୍ୟାରିସ: ଫ୍ରାନ୍ସବାସୀଙ୍କ ପାଇଁ ଖୁସି ଖବର । ଏଥର ସରକାରଙ୍କ ପକ୍ଷରୁ ଫ୍ରୀ କଣ୍ଡୋମ ଯୋଗାଇ ଦିଆଯିବ । ଆସନ୍ତା ବର୍ଷ ଜାନୁୟାରୀରେ ଏହା ଲାଗୁ କରାଯିବ । ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହା ଘୋଷଣା କରିଛନ୍ତି । ଏଠାରେ ଏଡ୍ସ, ଏସଟିଆଇ ଓ ଅନାବଶ୍ୟକ ପ୍ରେଗେନ୍ସି ରୋକିବାରେ…

ଗଞ୍ଜାମ ପ୍ରଶାସନରେ ଅଚଳାବସ୍ଥା:ରାଜସ୍ବ ବିଭାଗରେ ୫୯ପ୍ରତିଶତ ପଦବୀ ଖାଲି

ବ୍ରହ୍ମପୁର:ଗଞ୍ଜାମ ଜିଲା ପ୍ରଶାସନରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଶେଷ କରି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ମଞ୍ଜୁର ପଦଠାରୁ ପ୍ରାୟ ୫୯ପ୍ରତିଶତ ପଦ ଫାଙ୍କା ପଡ଼ିଛି। ଯାହାଫଳରେ ଜମିଜମା ଏବଂ ରାଜସ୍ବ ସମ୍ପର୍କିତ କାର୍ଯ୍ୟରେ ଗୁରୁତର ବାଧା ପହଞ୍ଚିଛି। ଭୌଗୋଳିକ…

ମୁଖ୍ୟମନ୍ତ୍ରୀ ରେସରୁ ଓହରି ଗଲେ ପ୍ରତିଭା ସିଂ

ଶିମିଲା: ହିମାଚଳପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ବିବାଦର ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଥିବା ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଓହରି ଯାଇଥିବା ସୂଚନା ମିଳିଛି । ଏ ନେଇ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂ ଦିଲ୍ଲୀକୁ ଲେଖିଥିବା…

ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ହେବ ଉନ୍ନତିକରଣ

ବ୍ରହ୍ମପୁର:ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ପୀଠ ନୂଆ ରୂପ ନେବାକୁ ଯାଉଛି। ଖୁବ୍‌ ଶୀଘ୍ର ପୀଠର ନବକଳେବର କରାଯିବ। ଶନିବାର ସକାଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ବ୍ରହ୍ମପୁର ମହାନଗର…

ଈଶାନଙ୍କ ତୁଫାନରେ ଉଡିଗଲା ବାଂଲାଦେଶ, ତୃତୀୟ ଦିନିକିଆରେ ଶୋଚନୀୟ ପରାଜୟ

ଚଟ୍ଟଗାଁଓ: ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଈଶାନ କିଶାନଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ବାଂଲାଦେଶ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ବାଂଲାଦେଶକୁ ୨୨୭ରନରେ ହରାଇବା ସତ୍ୱେ ଭାରତ ୧-୨ରେ ସିରିଜ ପରାଜୟବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଈଶାନଙ୍କ…

୫ ବାଇକ୍ ଓ ୨ କାର୍ ଉପରେ ଚଢିଗଲା ଟ୍ରକ୍

କଟକ:କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ସନ୍ଧ୍ୟାରେ ଭାରସାମ୍ୟ ହରାଇ ୫ଟି ବାଇକ୍ ଓ ୨ଟି କାର୍ ଉପରେ ମାଡ଼ି ଯାଇଛି ଟ୍ରକ୍।  ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।   ମୃତକ ଜଣକ ସେଠିକାର ଫଳ ଦୋକାନୀ ଓ ତାଙ୍କ ନାମ ସୁବାସ ସାହୁ। ଏହି…

ସବୁ ଶିକ୍ଷକ ପଳାଉଛନ୍ତି, ଆମ ପିଲା ପଢିବେ କେମିତି ?

ଜୟପୁର:  ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ତାତିଲେ ଅବିଭାବକ। ତୁରନ୍ତ ବିଦ୍ୟାଳୟର ଶିକ୍ଷକ ଅଭାବ ପୂରଣ ନକଲେ ସରକାରୀ ବିଦ୍ୟାଳୟକୁ ଛାତ୍ର ଛାତ୍ରୀଙ୍କୁ ଛାଡିବେନି ବୋଲି ଚେତାବନୀ ଦେଲେ  । ବୋରିଗୁମ୍ମା ବ୍ଲକରେ ଶିକ୍ଷା ବ୍ୟବସ୍ଥା ଦୀପ ତଳ ଅନ୍ଧାର ପରି । ବ୍ଲକ ଗୋଷ୍ଠୀ ଶିକ୍ଷା…

ପୁଷ୍ପା ୨ରେ ରାମଚରଣଙ୍କ ଏଂଟ୍ରି

ମାଡ୍ରାସ: ପୁଷ୍ପା ଫିଲ୍ମର ଅପୂର୍ବ ସଫଳତା ପରେ ମେକର୍ସ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ୨ର ଘୋଷଣା କରି ଦେଇଛନ୍ତି । ଅଲ୍ଲୁ ଅର୍ଜନଙ୍କ ସହ ଏଥିରେ ସୁପରଷ୍ଟାର ରାମଚରଣ ଅଭିନୟ କରିବେ ବୋଲି ଜଣାପଡିଛି । ଏଥିରେ ସେ ଅଳ୍ପ ସମୟ ପାଇଁ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।…

ପୁରୀରେ ୩୦୦ ହୋଟେଲ, ୨୦୦ ଲଜିଂ ଉପରେ ହେବ ଚଢ଼ାଉ

ପୁରୀ: ପର୍ଯ୍ୟଟନ ସହର ପୁରୀରେ ଚାଲିଛି ବେଆଇନ କୋଠା ନିର୍ମାଣ। ପୁରୀ ବଡ଼ଦାଣ୍ଡରୁ ଆରମ୍ଭ କରି ବେଳାଭୂମି ପର୍ଯ୍ୟନ୍ତ କେଉଁଠି ପିକେଡିଏ ନିୟମ ତ କେଉଁଠି ସିଆରଜେଡ ନିୟମକୁ ଖୋଲା ଖୋଲି ଉଲଘଂନ କରି ଚାଲିଛି ନିର୍ମାଣକାର୍ଯ୍ୟ । ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଳାପାଳଙ୍କ…

ଗୁଜରାଟରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଭୁପେନ୍ଦ୍ର ପଟେଲ

ଗୁଜରାଟ : ସିଂହାସନ କାଏମ ରଖିଲେ ଭୁପେନ୍ଦ୍ର ପଟେଲ । ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଭୁପେନ୍ଦ୍ର । ପୁଣି ଥରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବେ ଭୁପେନ୍ଦ୍ର ପଟେଲ । ଚଳିତ ବିଧାନସଭା ନିର୍ବାଚନରେ ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ତାଙ୍କ ନାଁ ଚୂଡାନ୍ତ ହୋଇଛି । ନୂଆ ବିଧାୟକ ଦଳ ନେତା…