Latest Odisha News

BREAKING NEWS

ବଡ଼ଦିନ ପାଇଁ ଚଳଚଞ୍ଚଳ ପୁରୀ ସହର ଓ ବେଳାଭୂମି, ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

ପୁରୀ : ବଡ଼ଦିନ ତଥା ଖ୍ରୀଷ୍ଟମାସ ପାଇଁ ଲୋକାରଣ୍ୟ ହୋଇଛି ଜଗନ୍ନାଥଧାମ ପୁରୀ । ସେପଟେ ଆଜି ପୁରୀ  ବେଳାଭୂମିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ମନ ମୋହୁଛି ଖ୍ରୀଷ୍ଟମାସର ବାଲୁକା କଳା । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ  କୁମାର ସାହୁଙ୍କ ହାତର ଯାଦୁ ଦେଖିବା…

ପିଲାଙ୍କ ରୁମ୍‌ ପାଇଁ ବାସ୍ତୁ ଟିପ୍ସ ….

ସାଧରଣତଃ ପିଲାମାନଙ୍କର ସ୍କୁଲ୍‌ରେ ପରୀକ୍ଷା ହୁଏ ପୁଣି ସରିଯାଏ । କିନ୍ତୁ ପିଲାମାନଙ୍କ ପରୀକ୍ଷା ପାଇଁ ମା’ ବାପା ଅଧିକ ଚିନ୍ତିତ ଥାଆନ୍ତି  । ତେବେ ବାସ୍ତୁ ପିଲାମାନଙ୍କ ପାଠପଢ଼ା କ୍ଷେତ୍ରରେ ପ୍ରଭାବ ପକାଇଥାଏ  । ବିଶେଷ କରି ଯେଉଁ ଅଭିଭାବକ ମାନେ ପିଲାଙ୍କ ପାଠ ପଢ଼ା ପ୍ରତି ଅଧିକ…

ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍‌‌

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍‌‌ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ…

ରାଜଧାନୀକୁ ଫେରିଲା ପଥୋତ୍ସବ, ଭଳିକି ଭଳି କାର୍ଯ୍ୟକ୍ରମରେ ଜନପଥ ଲୋକାରଣ୍ୟ

ଭୁବନେଶ୍ୱର : ରାଜଧାନୀକୁ ଫେରିଲା ପଥୋତ୍ସବ । ଆଜି ସକାଳୁ ସକାଳୁ ରାଜଧାନୀ ଜନପଥ ହୋଇଥିଲା ଲୋକାରଣ୍ୟ । ବଡ଼ଦିନ ପାଇଁ ଲୋକଙ୍କ ମନରେ ଖୁବ ଉତ୍ସାହ ଭରିଯାଇଛି । ପଥୋତ୍ସବରେ ଭଳି କି ଭଳି କାର୍ଯ୍ୟକ୍ରମ ଲୋକଙ୍କୁ ଆକର୍ଷିତ କରିଛି । କେଉଁଠି ନାଚ ଗୀତ ତ କେଉଁଠି କ୍ରୀଡ଼ା କସରତ । ଚିତ୍ରାଙ୍କନ…

ଉତ୍ତର ଭାରତରେ କାଲୁଆ କରୁଛି ଶୀତ ଲହରୀ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଲହରୀ । ଦିଲ୍ଲୀ ଏନସିଆର୍ ସହିତ ଉତ୍ତର ଭାରତର ତିନୋଟି ରାଜ୍ୟରେ ଶୀତ ଥରାଉଛି । ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଗାଡି ମନ୍ଥର ଗତିରେ ଯାଉଛି । ସକାଳୁ କୁହୁଡି ପାଇଁ ଭିଜିବିଲିଟି ୧୦୦ ମିଟର ରହୁଛି । ଆଇଏମଡି ସୂଚନା ଅନୁସାରେ ପାରଦ ୪…

ବଡ଼ଦିନର ମହତ୍ତ୍ଵ

ପ୍ରିୟ ପିଲାମାନେ  ଆଜି ହେଉଛି ଡିସେମ୍ବର ମାସର ପଚିଶି ତାରିଖ। ସାରା ବିଶ୍ବରେ ଆମେ ସମସ୍ତେ ଏଇ ଦିନଟିକୁ “ବଡ଼ଦିନ” ରୂପେ ଜାଣୁ। ବଡ଼ମାନଙ୍କଠାରୁ ଉପହାର ପାଇ ସାଙ୍ଗସାଥୀଙ୍କ ମେଳରେ ଖୁବ୍ ଆନନ୍ଦରେ ପାଳନ କରୁ ଏଇ ଦିନଟିକୁ । ଆସ ଆଜି ଜାଣିବା ଏଇ ଦିନର ବିଶେଷତ୍ଵ କ’ଣ ? ଆଜିକୁ ଅନେକ…

ଅନୁବାଦ ଗଳ୍ପ : ଝଡ଼ ପରେ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୨ ମୂଳ ଇଂରାଜୀ: ଆତିଆ ହୁସେନ ଫୁଲପେନ୍ଥା ସବୁ କେମିତି ବିଚିତ୍ର ଭାବରେ ସେଇ ସରୁ ମୁହଁବାଲା ବୋତଲରେ ଖୋସା ହୋଇଇôଲା । ଏପରିକି ବୋତଲରେ ପୂର୍ବରୁ ଲାଗିଥିବା କାଗଜର ଷ୍ଟିକରଟିକୁ ସୁଦ୍ଧା ଭଲଭାବେ ଛଡ଼ାଯାଇ ନ ଥିଲା । ସେଇ…

ଶିଶୁ କବିତା : କର ବ୍ୟାୟାମ

ଇତିଶ୍ରୀ ମହାନ୍ତି  ଆସରେ ପିଲାଏ କୁନା, ମୁନା ଶୁଣରେ ଦେଇ ମନ, ବ୍ୟାୟାମ କଲେ କିପରି ଆମ ଖୁସିରେ କଟେ ଦିନ । ଧନ ସମ୍ପଦ ମାନ ସମ୍ମାନ ଥାଉନା କାହିଁ ଯେତେ, ଶରୀର ଯଦି ନଲାଗେ ଭଲ ସବୁରି ପିତା ସତେ । ଶରୀର ସୁସ୍ଥ ରହିବା ଲାଗି ବ୍ୟାୟାମ ଆବଶ୍ୟକ, ଅଳସୁଆ ସିନା ଦୁଃଖ ପାଏ…

ଭାଷା ଭାଗବତ : ଭାବ ଅଭିବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୁଣୀଂକୁ ଜଣାଇ ସମ୍ମାନ ସଂସ୍କାର କରିବା ସ୍ଥାପନ ବୟସ ଯେଣୁ ଏକ ସଂଖ୍ୟା ନେବାନି କାହାଠାରୁ ଦୀକ୍ଷା ସ୍ବାନୁଭୂତିରୁ ପାଇ ଶିକ୍ଷା ଦେବାକୁ ପଡ଼ିବ ପରୀଷା ପରୀକ୍ଷା ପରେ ଫଳାଫଳ ସଫଳ ଅଥବା ନିଷ୍ଫଳ ଯାହା ହେଲେ ବି…