Latest Odisha News

BREAKING NEWS

ଉପନିର୍ବାଚନ ସଙ୍କେତ, ଫମ୍ପା ହେବ କି ଶରତଙ୍କ ୯ରୁ ୯୦ ବାଣ ?

ଭୁବନେଶ୍ୱର:  ୨୦୨୪ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଅଛି । ତା’ପୂର୍ବରୁ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ରାଜନୈତିକ ଗତିବିଧି ଜୋର୍ ଧରିଛି । ବିଜେପି, ବିଜେଡି ଓ କଂଗ୍ରେସ ତିନିଦଳର ନେତା କହୁଛନ୍ତି ୨୦୨୪ରେ ସେମାନେ ସରକାର ଗଢ଼ିବେ ? ତେବେ ୨୦୨୪ରେ ଓଡ଼ିଶାରେ କିଏ ଦଖଲ କରିବ…

ପୁରୀରେ ବିଜେଡିର ବଡ଼ ଆୟୋଜନ, ୨୦୨୪ ପାଇଁ କି ମନ୍ତ୍ର ଦେବେ ନବୀନ ?

ପୁରୀ: ବିଜେଡି ପାଳିବ ୨୬ ତମ ପ୍ରତିଷ୍ଠା ଦିବସ । ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳକୁ ଆସନ୍ତାକାଲି ୨୫ ପୂରି ୨୬ ଚାଲିବ । ଏହି ଅବସରରେ ଦଳ ପୁରୀରେ କରିବ ଶକ୍ତି ପ୍ରଦର୍ଶନ । ପ୍ରତିଷ୍ଠା ଦିବସରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରୁଥିବା ବେଳେ ୨୦୨୪…

ମକର ରାଶିକୁ ଆସିବେ ବୁଧ, ଏହି ଜାତକ ପାଇଁ ଆରମ୍ଭ ହେବ ଶୁଭ ଦିନ

ଗ୍ରହ ଓ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ଜ୍ୟୋତିଷ ଶାସ୍ତ୍ରରେ ବଡ଼ ଘଟଣା ବୋଲି ଧରାଯାଏ । ଯାହାର ଗଭୀର ପ୍ରଭାବ ପ୍ରତିଟି ରାଶିର ଜୀବନ ଉପରେ ପଡ଼ି ଥାଏ । ଚଳିତ ବର୍ଷ ଶେଷରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବୁଧ ଗ୍ରହକୁ ବୁଦ୍ଧି, ଶକ୍ତି ଓ କଳାକୌଶଳର ଗୁରୁ କୁହାଯାଏ ।…

ମହଙ୍ଗା ୨୨, ବର୍ଷ ଆରମ୍ଭରୁ କନ୍ଦାଇଥିଲା ଦରଦାମ

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ବର୍ଷ ଆରମ୍ଭରୁ ଲୋକଙ୍କୁ ଦରଦାମ ହନ୍ତସନ୍ତ କରିଥିବା ବେଳେ ବର୍ଷ ଶେଷକୁ ବି ସେହି ଧାରା ଲାଗି ରହିଥିଲେ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆସନ୍ତୁ ନଜର ପକାଇ ନେବା ବାଣିଜ୍ୟ ଓ ଆର୍ଥିକ ଦୃଷ୍ଟିରୁ କେମିତି ଥିଲା ୨୦୨୨ ମସିହା । କରୋନାର…

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ବାଚନ ମଣ୍ଡଳୀରୁ ୩୫ ହଜାର ପରିବାର ଗାଏବ, ସତ କଣ ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ମଣ୍ଡଳୀରୁ ଏକ ଆଶ୍ଚର୍ଯ୍ୟକର ଖବର ଆସିଛି । ବିଦ୍ୟୁତ୍ ବିଭାଗ ସହ ଜଡ଼ିତ ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ବିଦ୍ୟୁତ୍ ବିଭାଗ ପାଇଁ କାମ କରୁଥିବା ଏକ ଏଜେନ୍ସି ଗୋରଖପୁର ଜୋନରେ ୩୫ ହଜାର ଘରେ ତାଲା ପଡ଼ିଥିବା…

ଗର୍ଭାବସ୍ଥାରେ ମଦ୍ୟପାନ କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ, ଶିଶୁର ମସ୍ତିସ୍କ ଉପରେ ପଡ଼ିପାରେ ପ୍ରଭାବ…

ନୂଆଦିଲ୍ଲୀ : ସମୟ ବଦଳିବା ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି । ସହରର ଚାକଚାକ୍ୟରେ ରହି ନିଜ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି । ସମୟ ଥିଲା ମଦ୍ୟପାନ କେବଳ ପୁରୁଷ ମାନେ କରୁଥିଲେ କିନ୍ତୁ ଏବେ ମଦ୍ୟପାନ ଅଧିକାଂଶ ମହିଳା ମାନେ କରୁଥିବା ଦେଖିବାକୁ ମିଳିଛି  । ତେବେ ମହିଳା ମାନେ…

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କ ହାତରେ ଗରମ ପାଣି ଢାଳି ବିଷ୍ଠା ଖୁଆଇଲେ

ମାଲକାନଗିରି: ଏକବିଂଶ ଶତାଦ୍ଦୀରେ ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ମଣିଷ । ଗୁଣି ଗାରେଡି ସନ୍ଦେହ ମଣିଷ ସମାଜକୁ ଯେମିତି ଜାବୁଡ଼ି ଧରିଛି । କଳାଯାଦୁ ଭୟରେ ଜଣେ ବୃଦ୍ଧାଙ୍କ ଉପରକୁ ଗରମ ପାଣି ମାଡ଼ । ମାଲକାନଗିରିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ବୃଦ୍ଧାଙ୍କ ଡାହାଣ ହାତରେ ଗରମ…

ଅଭୁଲା ଗୀତ : ଗୋରୀ ଗୋରୀ ଗୋରୀ

ଗୀତ ଓ ଗାୟନ: ଅକ୍ଷୟ କୁମାର ମହାନ୍ତି ସଙ୍ଗୀତ: ଭୁବନେଶ୍ୱର ମିଶ୍ର ଚଳଚ୍ଚିତ୍ର: ମା, ୧୯୫୮ ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ ମନନେଇ ତୁ ରେ ତୋହରି ବୁକୁରେ ଦିଅନାରେ ଭରି ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ ଚାହାଁନା ତୁ ଫେରି ଦୂରେ ଦୂରେ ଦୂରେ…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଳନ କରୁଛି ବିଜେପି

ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମଜୟନ୍ତୀ । ବିଜେପି ପକ୍ଷରୁ ଦିନଟିକୁ ଖୁବ୍ ଧୂମଧାମରେ ପାଳନ କରାଯାଉଛି । ବାଜପେୟୀଙ୍କ ସ୍ମୃତିରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର…

ଜୀବନର ଶେଷ ଯାଏଁ ମୋ ହାତରେ କଲମ ଥାଉ : ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ…