Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଶ୍ରୀ ନୀଳମାଧବ ମନ୍ଦିର ପରିଦର୍ଶନ ଅବସରରେ ଏକ ବିଚିତ୍ର ଓ ସ୍ୱତନ୍ତ୍ର ସ୍ଥାପତ୍ୟ ଦେଖିବାକୁ ମିଳିଛି। ଯଥା ଏଠାରେ ବାହାନ ଗରୁଡ଼ଙ୍କ…

ଉଷୁମ କ୍ଷୀରରେ ହଳଦୀ ପକାଇ ପିଅନ୍ତୁ….

ହଳଦିରେ ରୋଗ ପ୍ରତିରୋଧକ ଶକ୍ତି ରହିଛି  ।  ଆମ ଶରୀରର କୌଣସି ସ୍ଥାନ ଖଣ୍ଡିଆ ହୋଇଗଲେ ଆମେ ହଳଦି ପଟି ଲଗାଇଥାଆନ୍ତି । ଫଳରେ ଦରଜ, ବିନ୍ଧାରୁ ଉପଶମ ମିଳିଥାଏ । ଗୁଣକାରୀ ହଳଦି ଆମ ତ୍ବଚାର ସାଥି କହିଲେ ଭୁଲ ହେବନି। ତେବେ ଶୁଦ୍ଧ ହଳଦିରୁ ଅଧ ଚାମଚ ନେଇ ଉଷୁମ ଖିରରେ ମିଶାଇ ପିଇବା ଦେହ…

ଅଭିନେତ୍ରୀ ତିନୁଶା ଶର୍ମା ମୃତ୍ୟୁ ମାମଲାରେ ଶିଜନ ମହମ୍ମଦ ଗିରଫ

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଶନିବାର ଆତ୍ମହତ୍ୟା କରିବା ପରେ ପୁଲିସ ତାଙ୍କ ସହଯୋଗୀ ଅଭିନେତା ଶିଜନ ମହମ୍ମଦ ଖାନଙ୍କୁ ଧାରା 306 (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଆଧାରରେ ଗିରଫ କରିଛି। ତୁନିଶାଙ୍କର ନିକଟରେ ଶିଜନଙ୍କ ସହ ବ୍ରେକ୍ଅପ୍ ହୋଇଥିଲା। ଏହା ପୂର୍ବରୁ ଶିଜନ…

ଜନତାଙ୍କୁ ନେତାଙ୍କ ଆହ୍ୱାନ: ଯେତେ ପାରୁଛ ଲୋନ୍ ନିଅ, କ୍ଷମତାକୁ ଆସିଲେ ସବୁ ମାଫ୍…

ବେଙ୍ଗାଲୁରୁ: ଜେଡିଏସ ନେତା ତଥା କର୍ଣ୍ଣାଟକ ମୁ୍ଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଅନୀତା କୁମାରସ୍ୱାମୀ କର୍ଣ୍ଣାଟକବାସୀଙ୍କୁ ଏକ ଅଜବ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ସେ ଲୋକଙ୍କୁ କହିଛନ୍ତି ଯେ ସେମାନେ ଯେତେ ଚାହିଁବେ ଋଣ ନେଇପାରିବେ, ଯଦି ତାଙ୍କ ସ୍ୱାମୀ କ୍ଷମତାକୁ…

ଆଉ ଜଣେ ଋଷ ପର୍ଯ୍ଯଟକଙ୍କ ମୃତ୍ୟୁ

ରାୟଗଡା: ଭ୍ଲାଦିମିର ବିଦାନାଭଙ୍କ ପରେ ଆଉ ଜଣେ ଋଷ ପର୍ଯ୍ୟଟକ ତଥା ତାଙ୍କ ବାଲ୍ୟବନ୍ଧୁ ଆଣ୍ଟାଭା ପାଭେଲଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ 48 ଘଣ୍ଟାରେ ରାୟଗଡାରେ ମୃତ୍ୟୁ ଘଟିଛି। ପାଭେଲା ଛାତରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହା ହତ୍ୟା…

ଧରାକୁ ଆସିଛନ୍ତି ପ୍ରଭୁ ଯୀଶୁ, ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ଗୀର୍ଜାଘର

ଭୁବନେଶ୍ୱର: ଆଜି ବଡ଼ଦିନ । ଯାହାକୁ ଖ୍ରୀଷ୍ଟମାସ ବୋଲି ଆମେ କହିଥାଉ । ଧରାପୃଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର । ମଦର ମେରିଙ୍କ କୋଳରେ ଇହୁଦୀମାନଙ୍କ ଧର୍ମଦେବତା । ଆଜିର ଦିନଟିକୁ ଖୁବ୍ ଉଲ୍ଲାସର ସହ ପାଳନ…

୩ ବର୍ଷର ଅପେକ୍ଷା ପରେ ବି ଟେଷ୍ଟରେ ବିରାଟଙ୍କ ବ୍ୟାଟରୁ ବାହାରୁନି ଶତକ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଶତକ ମାରପାରି ନାହାନ୍ତି । ଚଳିତ ବର୍ଷ ଆଉ ଟେଷ୍ଟ ମ୍ୟାଚ ଖେଳାଯିବାକୁ ନାହିଁ । ଏଥିସହ କୋହଲିଙ୍କ ଶତକକୁ ଅପେକ୍ଷା କରିଥିବା କ୍ରିକେଟପ୍ରେମୀ ପୁନର୍ବାର ନିରାଶ ହୋଇଛନ୍ତି । ୩ ବର୍ଷ କୋହଲି ଟେଷ୍ଟରେ ଶତକ…

ଦୁବାଇରେ ୩୩ କୋଟି ଟଙ୍କା ଲଟେରୀ ଜିତିଲେ ଭାରତୀୟ ଡ୍ରାଇଭର

ଦୁବାଇ: ତେଲେଙ୍ଗାନାର ଅଜୟ ଓଗୁଲାଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଜୀବନରେ କେବେ ହେଲେ ଅଜୟ ଲଟେରୀ ଟିକେଟ କିଣି ନ ଥିଲେ । ତାଙ୍କର ଜଣେ ବନ୍ଧୁ ଅମିରିତ ଡ୍ରରେ ୭୭୭୭ ଦିରହାମ ଜିତିଥିଲେ । ଏହା ଦେଖି ଅଜୟ ମଧ୍ୟ ଏଥିପ୍ରତି ମନ ବଳାଇଥିଲେ । ସେ ୨ଟି ଲଟେରୀ ଟିକେଟ କିଣିଥିଲେ ।…

ବାଲୁକା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଅଭିନନ୍ଦନ

ପୁରୀ : ବାଲୁକାରେ ସାନ୍ତା କ୍ଲଜ୍ । ଆଉ ଖ୍ରୀଷ୍ଟମାସର ଅଭିନନ୍ଦନ । ଶିଳ୍ପୀ ମାନସ କୁମାର ସାହୁଙ୍କ କଳାକୃତି । ବାଲିରେ ହସୁଛନ୍ତି ସାନ୍ତା କ୍ଲଜ୍ । ବିଶ୍ୱରେ ଯୁଦ୍ଧରେ ମାହୋଲ୍ । ଏପରିସ୍ଥିତିରେ ସାନ୍ତା ବିଶ୍ୱ ଶାନ୍ତିର ବାର୍ତ୍ତା ଦେବାକୁ ଆସିଛନ୍ତି । ପୁରୀ ଲାଇଟ୍ ହାଉସ ସମୁଦ୍ରକୂଳରେ…

କେନ୍ଦ୍ରୀୟ ଯୋଜନା ନାଁ ବଦଳେଇଛନ୍ତି ରାଜ୍ୟ ସରକାର : ଦୀପ୍ତି ରାଓ୍ୱତ୍

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାଓ୍ୱତ । ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କ ସହ ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ ରିପୋର୍ଟ ସେ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି । ଓଡିଶାରେ ମହିଳାମାନଙ୍କୁ କେବଳ ଭୋଟ ବ୍ୟାଙ୍କ…