Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅବସ୍ଥିତ ପଞ୍ଚଶକ୍ତି ମନ୍ଦିର ଭିତରେ ଆମେ ଚାରି ଦେବୀଙ୍କ ଦର୍ଶନ ପରେ ଏବେ ଦର୍ଶନ କରିବା ମା ଗାୟତ୍ରୀଙ୍କୁ। ଏହି ମନ୍ଦିରର ନାଟମନ୍ଦିରରେ…

ଘନକେଶ ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ…

କେଶ ଝଡ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ  । ଏପରିକି ବଦଳୁଥିବା ଜୀବନଶୈଳୀ ମଧ୍ୟରେ ପାଠପଢ଼ା ନସରୁଣୁ କେଶ ଝଡ଼ିବା ଆରମ୍ଭ ହୋଇଯାଉଛି  । ତେବେ କେଶ ଝଡ଼ିବାର ବିଭିନ୍ନ କାରଣ ରହିଛି  । ଅଧିକ ମାନସିକ ଚାପ, ହେଲ୍‌ମେଟ୍‌ ବା ଟୋପି ପିନ୍ଧିବା, କୌଣସି ଔଷଧର କୁପ୍ରଭାବ କେଶ ଝଡ଼ିବା ପାଇଁ…

ଓମଫେଡ୍ ପାର୍ଲରରେ ପାନ, ଗୁଟଖା ବିକ୍ରି ହୋଇପାରିବନି, କଟକଣା ଲଗାଇଲା ବିଏମସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାନ ଓ ଗୁଟଖା ବିକ୍ରି ଉପରେ କଟକଣା । ଭୁବନେଶ୍ୱର ମହାନଗର ନିଗମ (ବିଏଏମସି) ଏହି କଟକଣା ଲଗାଇଛି । ଓମଫେଡ୍ ଓ ଓପୋଲଫେଡ୍ ପାର୍ଲର ପାଇଥିବା ଲିଜଧାରୀ  ଦୋକାନରେ ତମାଖୁ ସାମଗ୍ରୀ ବିକ୍ରି ନକରିପାରିବେ ନାହିଁ । ଏ ନେଇ ବିଏମସି ଚେତାବନୀ ଦେଇଛି।…

ରାଜ୍ୟରେ ରୋଗୀ ଦେଖିବାକୁ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଅଛି!

ଭୁବନେଶ୍ୱର: ଓଡ଼ିଶାରେ ରୋଗୀ ଦେଖିବାକୁ ମାତ୍ର ୫୧ ପ୍ରତିଶତ ଡାକ୍ତରଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି । ବିଶ୍ୱବ୍ୟାଙ୍କର ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । ଆଉ ବାକି ଡାକ୍ତରଙ୍କର ଆବଶ୍ୟକ ଯୋଗ୍ୟତା ନାହିଁ । ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗୁରୁବାର ଓଡିଶାର…

ଶୀତରୁ ରକ୍ଷା ପାଇବାକୁ ଆସିଗଲା ନୂଆ ଧରଣର ବେଡସିଟ୍, ଜାଣନ୍ତୁ କ’ଣ ରହିଛି ଖାସ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ ଯେଉଁ ଥଣ୍ଡା ପଡିଛି ଆପଣ ବିଛଣାକୁ ଯାଇ ବେଡରେ ଶୋଇବାକୁ ପ୍ରଥମେ ପ୍ରଥମେ ସଙ୍କୋଚ ଲାଗୁଥିବ । କାରଣ ବେଡସିଟ ବି ଥଣ୍ଡା ହୋଇଯାଇଥିବ । ତେଣୁ ପ୍ରାୟତଃ ଶୀତଦିନେ ଖରାରେ ବିଛଣାକୁ ପକାଇ ଦେଇଥିଲେ ତାହା ଉଷୁମ ଭଳି ସ୍ଥିତିରେ ଥାଏ। ଆଉ ରାତିରେ ଶୋଇବାକୁ…

ଜିନୋମ ସିକ୍ୱେନ୍ସିଂ ଏବଂ ଅଧିକ ପରୀକ୍ଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ -୧୯ ପରିସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ପ୍ରସ୍ତୁତି, ଦେଶରେ ଟିକାକରଣ ଅଭିଯାନର ସ୍ଥିତି ଏବଂ ନୂତନ କୋଭିଡ -୧୯ ପ୍ରକାରର ଉତ୍ପତ୍ତି ଏବଂ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ…

୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର, ଏମ୍ସରେ ଯୋଡ଼ା ହେଲା ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥିବା ବାମ ହାତ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତ ଫେରି ପାଇଲେ ଯୁବତୀ । ପ୍ରାୟ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଭୁବନେଶ୍ୱର ଏମ୍ସ ଡାକ୍ତର ଦଳ ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଥିବା ବାମ ହାତକୁ ଯୋଡ଼ିଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ…

ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ହାର୍ଟ, କିଡନୀ ଠିକ ଭାବେ କାମ କରୁନି

ସାଓ ପାଓଲୋ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ୮୨ ବର୍ଷୀୟ ପେଲେ ଡାକ୍ତରଖାନାରେ ବଡଦିନ କାଟିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । କର୍କଟ ରୋଗରେ ଆକ୍ରାନ୍ତ ପେଲେଙ୍କ ହାର୍ଟ ଓ କିଡନୀ ଏବେ ଠିକ ଭାବେ କାମ କରୁନି ବୋଲି…

ବି.ଜେ.ଇ.ଏମ୍‍ ସ୍କୁଲ-୨ର ବାର୍ଷିକ ଉତ୍ସବ ‘ପଲ୍‍ସାଶିଓ’

ଭୁବନେଶ୍ୱର: ସ୍ଥାନୀୟ ସତ୍ୟଭାମାପୁର ସ୍ଥିତ ବି.ଜେ.ଇ.ଏମ୍‍ ସ୍କୁଲ-୨ର ପଞ୍ଚଦଶ ବାର୍ଷିକ ଉତ୍ସବ ‘ପଲ୍‍ସାଶିଓ’ ମହାଆଡ଼ମ୍ବରରେ ପାଳିତ ହୋଇ ଯାଇଛି । କରୋନା କଟକଣା ପରେ ଦୀର୍ଘ ଦିନ ଅନ୍ତରରେ ହୋଇଥିବା ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ…

ଭୁବନେଶ୍ୱର RBIରୁ ଟଙ୍କା ଚୋରି, ସିସିଟିଭିରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଭୁବନେଶ୍ୱର ଶାଖାରୁ ଟଙ୍କା ଚୋରି ହୋଇଛି । ତାହା ପୁଣି ହାଇସିକ୍ୟୁରିଟିରେ ଥିବା ସିଭିପିଏସ୍ (କରେନ୍ସି ଭେରିଫିକେସନ୍ ଆଣ୍ଡ ପ୍ରୋସେସିଂ ସିଷ୍ଟମ) ରୁମରୁ । ଆଉ ଚୋରି କେହି ବାହାର ଲୋକ ନୁହେଁ ବରଂ ଏଥିରେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ…