ଦେଶରେ କମିଲା ବେରୋଜଗାରୀ ହାର୍; ନିଯୁକ୍ତି ଦେବାର ସବୁଠାରୁ ଖରାପ ପ୍ରଦର୍ଶନ କରିଛି ଏହି ରାଜ୍ୟ
ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୂର କରିବାକୁ ଉଭୟ ସରକାର ପଦକ୍ଷେପ ନେଉଥିବା କହୁଥିବା ବେଳେ ଏବେ ଏହାକୁ ନେଇ ଖୁସୀ ଖବର ସାମ୍ନାକୁ ଆସିଛି। ଦେଶରେ ବେରୋଜଗାରୀ ହାର ଗତ ୪ ମାସ ତୁଳନାରେ ୨୦୨୩ ଜାନୁଆରୀରେ ସର୍ବନିମ୍ନ…