Latest Odisha News

BREAKING NEWS

କବିତା : କିଛି କୁହୁଡ଼ି,କିଛି କାକର ଆଉ ଡିସେମ୍ବର

ସୁଜାତା ମିଶ୍ର ଡିସେମ୍ବର ଆସିଲେ ଘାସ ଗାଲିଚାରେ କାକର ଖୋଲେ କାଚ ଆଖି.., କୁହୁଡ଼ିର ଝୀନ ଓଢଣୀ ତଳୁ ଝାପ୍ସା ଦିଶେ ପ୍ରକୃତିର ତନୁ.., ଆହା କେଡ଼େ ମନଲାଖି..! ପାଚିଲା ଧାନ ରଙ୍ଗର ପାଟ ଶାଢ଼ୀ ପିନ୍ଧି ହସୁଥାଏ ପଲ୍ଲୀ କ୍ଷେତ.., ମୁଣ୍ଡ ଝାଳ ରକ୍ତ ହୋଇ ବହି ଥାଏ ଯେତେ ଏଇ…

ଭାଷା ଭାଗବତ : ଭାଷାର ଚେର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନକୁ ରଖିବାକୁ ଶୁଦ୍ଧ ଭାବନା ନୋହୁ ଅବରୁଦ୍ଧ ଭାବର ଗମନାଗମନ କରେ ମନକୁ ପରିଚ୍ଛନ୍ନ ଗଛରୁ ଝଡ଼େ ସିନା ପତ୍ର କେବେ ତ ଝଡ଼େନାହିଁ ଚେର ଚେର ହିଁ ଗଛର ସଂବଳ ତା ଯୋଗୁଁ ମିଳେ ଫୁଲ, ଫଳ ଚେର ତ ସର୍ବଦା ଅଦୃଶ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପଞ୍ଚ ଶକ୍ତି ମନ୍ଦିର ମଧ୍ୟରେ ମୂଖ୍ୟ ବିଗ୍ରହ ମା ଭୁବନେଶ୍ୱରୀଙ୍କ ବିଷୟରେ ଆଲୋଚନା କରିସାରିବା ପରେ ସେହି ମନ୍ଦିରରେ ବିରାଜିତ ମା…

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଉଛି କି ! କିପରି ରକ୍ଷା ପାଇବେ ଜାଣନ୍ତୁ…

ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା । ବର୍ତ୍ତମାନ ଶୀତଦିନେ ଶୁଷ୍କ ତ୍ବଚା ଏକ ମୁଖ୍ୟ ସମସ୍ୟା। ଏଣୁ ତ୍ବଚାର ଯତ୍ନ ନେବା ପାଇଁ କେତେପ୍ରକାର ଘରୋଇ ପ୍ୟାକ୍ ଲଗାଇପାରିବେ ନଚେତ୍ ବିଭିନ୍ନ ପ୍ରକାର ପାନୀୟ ପିଇପାରିବେ । ତେବେ ପାନୀୟ ଗୁଡ଼ିକ ହେଲା : ସକାଳୁ ଚା’ରେ…

ସତ ହେଲା ଲିଓନେଲ ମେସିଙ୍କ ସ୍ୱପ୍ନ ; ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ:ସତ ହେଲା ଲିଓନେଲ ମେସିଙ୍କ ସ୍ବପ୍ନ । ୨୦୧୪ରେ ପରାଜୟର ସ୍ୱାଦ ଚାଖିଥିବା ମେସିଙ୍କ ଟିମ ଫିଫା ୱାର୍ଲଡ କପ ଇତିହାସରେ ସବୁଠାରୁ ରୋମାଞ୍ଚକର ଫାଇନାଲରେ ଫ୍ରାନ୍ସକୁ ୩-୩ ସ୍କୋରରେ ବରାବର ରହିବା ପରେ ବି ପେନାଲଟି ଶୁଟରେ ୪-୨ ଗାଲରେ ହରାଇଛି । କାତାରର ରାଜଧାନୀ ଦୋହାସ୍ଥିତ…

ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି: ସିଜେଆଇ

ନୂଆଦିଲ୍ଲୀ : ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି । ପ୍ରଧାନବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ ଏପରି ବୟାନ ଦେଇଛନ୍ତି । ୧୯୯୧ରେ ଉତ୍ତରପ୍ରଦେଶରେ ଅନରକିଲିଂ ଘଟଣାକୁ କେନ୍ଦ୍ର କରି ଆମେରିକାର ଏକ ମାଗାଜିନରେ ଏହା ଉଲ୍ଲେଖ କରାଯାଇଥିଲା ବୋଲି…

ମୋ ଝିଅକୁ ମାରିଦେଇଛନ୍ତି; ଝୁଲନ୍ତା ଝିଅକୁ ଦେଖି ବାପା ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର : ‘ମୋ ଝିଅକୁ ଯୋଜନାବଦ୍ଧ ଭାବେ ମାରିଦେଇଛନ୍ତି’। ଜଣେ ବାପାଙ୍କ ଏହା ଦୁଃଖଭରା ବୟାନ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡବାଲିକୁଦା ଗ୍ରାମର ବାଂଛାବଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅସୁରକ୍ଷିତ ଶ୍ରେଣୀଗୃହରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

୨୦୨୪ ପାଇଁ ଚେଲାକୁମାରଙ୍କ ମାନସମନ୍ଥନ; ରାଜ୍ୟ ସରକାରଙ୍କୁ କଲେ କଟାକ୍ଷ

ଭୁବନେଶ୍ୱର: ବଳ ଗୋଟାଉଛି ହାତ ଦଳ । ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ କରିବା ପାଇଁ ପ୍ରଭାରୀ ଡ. ଏ. ଚେଲାକୁମାରଙ୍କ ଗୁରୁ ମନ୍ତ୍ର । ୨୦୨୪ ର ଲକ୍ଷ୍ୟ ହାତସେ ହାତ ଯୋଡୋ  । କଂଗ୍ରେସ ଭବନରେ ପିସିସି ସଭାପତି ଶରତ  ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ କରିଛନ୍ତି ମାନସମନ୍ଥନ । ଆଗାମୀ…

ବେରୀ ଶର୍ମନ ଓ ପତ୍ନୀଙ୍କ ହତ୍ୟାକାରୀକୁ ଧରାଇଦେଲେ ମିଳିବ ୨୯୦ କୋଟି !

ଆଟୋଂରିଆ: ବିଶ୍ୱର ବଡ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ଏପୋଟେକ୍ସର ଫାଉଣ୍ଡର ବେରୀ ଶର୍ମନ ଓ ପତ୍ନୀଙ୍କୁ ହତ୍ୟା କରାଯାଇଛି । ପରିବାର ପକ୍ଷରୁ ଆଜି ହତ୍ୟାକାରୀକୁ ଧରାଇଦେଲେ ୨୯୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି ।…

ବଳ ଗୋଟାଉଛି ହାତ ଦଳ; ସାମିଲ ହେଲେ ପମି ମିଶ୍ର ଓ ଗୁଡଲି ରଥ

ଭୁବନେଶ୍ୱର: କଂଗ୍ରେସରେ ଆଜି ସାମିଲ ହୋଇଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି ମିଶ୍ର । ରାଜଧାନୀସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦୁହେଁ ରାଜ୍ୟ ପ୍ରଭାରୀ ଏ. ଚେଲାକୁମାରଙ୍କ ଉପସ୍ଥିତିରେ ହାତ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ରାଜ୍ୟ…